"ନନ୍ଦନକାନନ ଜୀବ ଉଦ୍ୟାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେNo edit summary
୫୮ କ ଧାଡ଼ି:
 
 
'''ନନ୍ଦନକାନନରେ ''' [[ଓଡ଼ିଶା]]ର ରାଜଧାନୀ [[ଭୁବନେଶ୍ଵର]] ନିକଟରେ ଥିବା [[ଚନ୍ଦକା ଜଙ୍ଗଲ]] ଭିତରେ ପ୍ରାକୃତିକ ପରିବେଶରେ ଥିବା [[ଚିଡ଼ିଆଖାନା]] । ଏହା ମୋଟ ୪୦୦ ହେକ୍ଟର ଜମି(୯୦୦ ଏକର)ମଧ୍ୟରେ ଚିଡିଆଖାନା ଓ ବଟାନିକାଲ ବଗଚାବଗିଚା ରହିଅଛି । ଏହ ୧୯୬୦ ରେ ଏହା ଆରମ୍ଭ କରାଯାଇଥିଲା ଓ ଏହା ୧୯୭୯ ରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଥିଲ।ନନ୍ଦନକାନନ ର ଅର୍ଥ ସ୍ଵର୍ଗ ର ବଗିଚା ଏହା [[ଏସିଆ]]ର ସବୁଠୁ ବଡ଼ ଚିଡ଼ିଆଖାନା ଓ ପୃଥିବୀର ସବୁଠୁ ବଡ଼ ବିରଳ ଧଳାବାଘ ପ୍ରଜନନ କେନ୍ଦ୍ର । ଏହା ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ । ଜୀବଜନ୍ତୁ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ ।
{{clear}}