"ବଇତାଳ ଦେଉଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୫୮ କ ଧାଡ଼ି:
 
==ଅଧିଷ୍ଠାତ୍ରୀ ଦେବୀ==
ଏଠାକାର ଅଧିଷ୍ଠାତ୍ରୀ ଦେବୀ, [[ଚାମୁଣ୍ଡା]] ବା [[ଚର୍ଚିକା]] ଏକ ବିଲୁଆ ଓ ପେଚାଙ୍କ ମେଳରେମଧ୍ୟରେ ଏକ ମଡ଼ାଶବ ଉପରେ ମୁଣ୍ଡ-ମାଳ-ହାର ପିନ୍ଧି ବସିଥିବାର ମୂର୍ତ୍ତି ଏଠାରେ ରହିଅଛି । ସେ ଗୋଟିଏକ୍ରମଶଃ ସାପ, ଧନୁ, ଢାଲ, ଖଣ୍ଡା, ତ୍ରିଶୂଳ, ବର୍ଛା ଓ ଏକ ଅସୁରର ବେକକୁଗଳାକୁ ବିଦ୍ଧ କରିଇଥିବାକରିଥିବା ତୀରଶକ୍ତି ଧରିଛନ୍ତି । Theଏହି nicheମନ୍ଦିର is cappedବାତାୟନ byରେ a chaityaଚୈତ୍ୟ windowସଦୃଶ containingଭାସ୍କର୍ଯ୍ୟ seatedରହିଚି,ଯେଉଥିରେ figuresଶିବ ofଏବଂ Shivaପାର୍ବତୀଙ୍କର andସ୍ଥାପତ୍ୟ ରହିଅଛି । Parvati.
ଦେବୀ ଚାମୁଣ୍ଡା ନିଜର ଉଭୟ ପାର୍ଶ୍ବରେ ଅନେକ ଭୈରବ ଏବଂ ଯୋଗିନିଙ୍କ ଦ୍ବାରା ବେଷ୍ଟିତ ଏହା ଦେଉଳ ର ନିମ୍ନ ଭାଗ ରେ ଉତ୍କୀର୍ଣ୍ଣ ହୋଇଅଛି । ପୂର୍ବ ଭାଗ ରେ ଦେବୀଙ୍କ ସହମିଥୁନ ଭୈରବ ଦେବତାଙ୍କ ମୂର୍ତି ରହିଛି ।
 
ଉତ୍ତର କାନ୍ଥ ରେ ଉତ୍କୀର୍ଣ୍ଣ ଭସ୍କର୍ଯ୍ୟ ରେ ଦେବୀ କରାଳିନୀଙ୍କ ବିଗ୍ରହ ରହିଛି,ସେ ଏକ ହସ୍ତ ରେ ଅସୁର ର ଛିନ୍ନ ମସ୍ତକ ଏବଂ ଅନ୍ୟ ହସ୍ତ ରେ ରକ୍ତ ପୂର୍ଣ୍ଣ କପାଳ ଧରଣ କରିଛନ୍ତି । ଅନ୍ୟ ଏକ ତ୍ରିପଦୀ ଉପର ପାତ୍ର ରେ ଦୁଇଟି ମୁଣ୍ଡ ରହିଛି ଯାହା ଦେବୀଙ୍କୁ ନିବେଦନ କରାହୋଇଛି ,ଦକ୍ଷିଣପାର୍ଶ୍ବ ରେ ଗୋଟିଏ ଶୃଗାଳ ଛିଡାହୋଇଛି,ଯେ କି ଉପରକୁ ଦେଖୁଅଛି ଓ ବାମପାର୍ଶ୍ବ ରେ ଏକ ଯୋଗିନି ଧ୍ୟାନ ମୁଦ୍ରା ରେ ଦେବୀଙ୍କୁ ଲୟ କରୁଛି।
The Chamunda is surrounded by a host of other smaller size allied deities carved in the lower parts of the walls, each within a niche separate by a pilaster. The figure on the east wall, to the fight of the door, is a skeleton form of [[Bhairava]] forming the counter part of Chamunda.
 
The other, carved on the north wall, rises from ground, having filled his skull-cup with the blood of a person whose severed head lies on the right. On the pedestal is an offering of two more heads on a tray resting on a tripod, flanked by a jackal feasting on the decapitated body on the right and a woman holding a head on the left.
ଏହି ଦେଉଳ ର ତାନ୍ତ୍ରିକ ଔପାସନ ର ପ୍ରମାଣ ଏହର ଜଗମୋହନସ୍ଥ ବଳିପୀଠ ହରିକାଠ ବା ଯୁପସ୍ତମ୍ଭ ରୁ ଜାଣିହୁଏ। ସକାଳ ର ସୂର୍ଯ୍ୟ କିରଣ ଏହାର ଗର୍ଭ ଗୃହ ମଧ୍ୟରେ ପଡୁଥିଲେ ହେଁ ଅନ୍ୟ ସମୟ ରେ ଭିତରକୁ ଯିବାପାଇଁ କୃତ୍ରିମ ଆଲୋକର ସହାୟତା ଆବଶ୍ୟକ ହୋଇଥାଏ।
The tantric character of the temple is also marked by the stone post, to which sacrificial offerings were tethered, just in front of the jagamohana. You need an artificial light to see in the darkness of the interior, though early morning sun lights up the interior.
 
==Gallery==