"ବଇତାଳ ଦେଉଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୪୮ କ ଧାଡ଼ି:
ଏହି ଦେଉଳଟି ଭୂଲମ୍ବ ଓ ''[[ଜଗମୋହନ]]'' ଟି ଚାରିକୋଣାକାର,<!-- but embedded in each angle is a small subsidiary [[shrine]].boasts of some figures, although executed in relief, are however characterized by delicacy of features and perfect equipoise.-->
 
ବଇତାଳବୈତାଳ ଦେଉଳର ବାହାର କାନ୍ଥରେ [[ଶିବ]], ଶକ୍ତି ରୂପରେ [[ପାର୍ବତୀ]], ନାନାଦି ଶିକାର ଅଭିଯାନ, ବଣୁଆ ହାତୀ ଧରା ଓ କାମଦରତିକ୍ରୀଡାସକ୍ତ ଯୁଗଳ
ଦମ୍ପତିଙ୍କ ମୂର୍ତ୍ତିମାନ ଦେଖିବାକୁ ମିଳିଥାଏ ।
 
ଜଗମୋହନ ଉପରେ ଦେଉଳର ଆଗ ପଟରେ ଦୁଇଜଣ ''ଚୈତ୍ୟ''ଙ୍କର ଝରକା ରହିଛି - ତଳଟିରେ କାରୁକାର୍ଯ୍ୟକରା ([[ସୂର୍ଯ୍ୟ]])ଙ୍କ ମୂର୍ତ୍ତି ରହିଛି, ଯାହା [[ଉଷା (ଦେବୀ)|ଉଷା]] ଓ ପ୍ରତ୍ୟୁଷରେ ଆଲୋକ ବିତରଣ କରୁଥିବାର ପ୍ରତୀତ ହୁଏ ଓ ଆଗରେ [[ଅରୁଣ]] ସାତଟି ଘୋଡ଼ାଚାଳନା କରୁଥିବାର ମୂର୍ତ୍ତି ରହିଛି ।
 
''ଚୈତ୍ୟ'' ଉପରେ ଥିବା ପିଣ୍ଡିରେ ଦଶଭୁଜ [[ନଟରାଜ]] ବା ନାଟମୁଦ୍ରାରେନାଟ୍ୟମୁଦ୍ରାରେ [[ଶିବ]]ଙ୍କ ମୂର୍ତ୍ତି ରହିଛି । ସମତଳ ଛାତ ଥିବା [[ଜଗମୋହନ]]କୁ ଦୁଇଗୋଟି [[ବୁଦ୍ଧ]] ସମ ପ୍ରତୀତ ହେଉଥିବା ମୂର୍ତ୍ତି '''ଧମଧମ୍ମ-ଚକ-ପବତନ (ଧର୍ମଧର୍ମ୍ମ-ଚକ୍ର-ପ୍ରବର୍ତ୍ତନ) ମୁଦ୍ରା''' ଏବଂ '''ଭୂମି-ସ୍ପର୍ଶ-ମୁଦ୍ରା'''ରେ ଧରିରଖିଛନ୍ତି ।<!--Dharma-Chakra-Pravartana mudra'''.-->
 
ଏହି ମନ୍ଦିରରେ [[ତନ୍ତ୍ର]] ସାଧନା ସହ ସମ୍ବନ୍ଧ ମଧ୍ୟସମ୍ବନ୍ଧିତ ମୂଳ ଦେଉଳରେ ଥିବା [[ଚାମୁଣ୍ଡା]] ବା '''''କାପାଳିନୀକପାଳିନୀ'''''ଙ୍କ ମୂର୍ତ୍ତି ଦେଖିବାକୁ ମିଳିଥାଏ ।
 
==ଅଧିଷ୍ଠାତ୍ରୀ ଦେବୀ==