"ବଇତାଳ ଦେଉଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୪୨ କ ଧାଡ଼ି:
}}
 
'''ବଇତାଳବୈତାଳ ଦେଉଳ''' [[ଓଡ଼ିଶା]]ର [[ଭୁବନେଶ୍ଵର]]ଠାରେ ଥିବା ୯ମ ଶତକରେ [[କଳିଙ୍ଗ ସ୍ଥାପତ୍ୟ କଳା]]ରେ ନିର୍ମିତ ଏକ ଖାକରା ଶୈଳୀର [[ଚାମୁଣ୍ଡା]] ଦେଉଳ ।
 
==ସ୍ଥାପତ୍ୟ କଳା==
'''ବଇତାଳବୈତାଳ ଦେଉଳ'''ର ମୁଖ୍ୟ ମନ୍ଦିର ଅର୍ଦ୍ଧ-ନଳାକାର ଯାହାର ଉପରିଭାଗ ଦକ୍ଷିଣ ଭାରତର [[ଗୋପୁରମ]] ମନ୍ଦିର ପରି ''ଖାକରା ଶୈଳୀ''ରେ ତିଆରି । ଏହାର [[ଶିଖର]]ରେ<!--[[Sikhara]]--> ଦକ୍ଷିଣ ଭାରତ ମନ୍ଦିର ସହ ସମାନତା ଦେଖାଯାଇଥାଏ ।<ref>D.P.Ghosh, Nirmal Kumar Bose and Y.D.Sharma. ''Designs from Orissan Temples''. P.24</ref>
ଏହି ଦେଉଳଟି ଭୂଲମ୍ବ ଓ ''[[ଜଗମୋହନ]]'' ଟି ଚାରିକୋଣାକାର,<!-- but embedded in each angle is a small subsidiary [[shrine]].boasts of some figures, although executed in relief, are however characterized by delicacy of features and perfect equipoise.-->