"ବଇତାଳ ଦେଉଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୫୨ କ ଧାଡ଼ି:
ଜଗମୋହନ ଉପରେ ଦେଉଳର ଆଗ ପଟରେ ଦୁଇଜଣ ''ଚୈତ୍ୟ''ଙ୍କର ଝରକା ରହିଛି - ତଳଟିରେ କାରୁକାର୍ଯ୍ୟକରା ([[ସୂର୍ଯ୍ୟ]])ଙ୍କ ମୂର୍ତ୍ତି ରହିଛି, ଯାହା [[ଉଷା (ଦେବୀ)|ଉଷା]] ଓ ପ୍ରତ୍ୟୁଷରେ ଆଲୋକ ବିତରଣ କରୁଥିବାର ପ୍ରତୀତ ହୁଏ ଓ ଆଗରେ [[ଅରୁଣ]] ସାତଟି ଘୋଡ଼ାଚାଳନା କରୁଥିବାର ମୂର୍ତ୍ତି ରହିଛି ।
 
''ଚୈତ୍ୟ'' ଉପରେ ଥିବା ପିଣ୍ଡିରେ ଦଶଭୁଜ [[ନଟରାଜ]] ବା ନାଟମୁଦ୍ରାରେ [[ଶିବ]]ଙ୍କ ମୂର୍ତ୍ତି ରହିଛି । ସମତଳ ଛାତ ଥିବା [[ଜଗମୋହନ]]କୁ ଦୁଇଗୋଟି [[ବୁଦ୍ଧ]] ସମ ପ୍ରତୀତ ହେଉଥିବା ମୂର୍ତ୍ତି '''ଧମ-ଚକ-ପବତନ (ଧର୍ମ-ଚକ୍ର-ପ୍ରବର୍ତ୍ତନ) ମୁଦ୍ରା'''ରେ ଧରିରଖିଛନ୍ତି ।<!--Dharma-Chakra-Pravartana mudra'''.-->
The medallion in the upper ''Chaitya'' window houses a 10-armed [[Nataraja]] or dancing [[Shiva]]. In front of the flat roofed ''Jagamohana'' is a stone post relieved with two Buddha like figures seated in '''Dharma-Chakra-Pravartana mudra'''.
 
ଏହି ମନ୍ଦିରରେ [[ତନ୍ତ୍ର]] ସାଧନା ସହ ସମ୍ବନ୍ଧ ମଧ୍ୟ ମୂଳ ଦେଉଳରେ ଥିବା [[ଚାମୁଣ୍ଡା]] ବା '''''କାପାଳିନୀ'''''ଙ୍କ ମୂର୍ତ୍ତି ଦେଖିବାକୁ ମିଳିଥାଏ ।
Another striking feature is temple's [[Tantra|Tantric]] associations, marked by eerie carvings in the sanctum and the image enshrined in the central niche, eight armed [[Chamunda]], locally known as '''''Kapaḷini''''', is the terrifying form of goddess [[Durga]]. Thus, '''Baitaḷa Deuḷa''' is a [[Shakti]] shrine.
 
==ଅଧିଷ୍ଠାତ୍ରୀ ଦେବୀ==
==The Deity==
ଏଠାକାର ଅଧିଷ୍ଠାତ୍ରୀ ଦେବୀ, [[ଚାମୁଣ୍ଡା]] ବା [[ଚର୍ଚିକା]] ଏକ ବିଲୁଆ ଓ ପେଚାଙ୍କ ମେଳରେ ଏକ ମଡ଼ା ଉପରେ ମୁଣ୍ଡ-ମାଳ-ହାର ପିନ୍ଧି ବସିଥିବାର ମୂର୍ତ୍ତି ଏଠାରେ ରହିଅଛି । ସେ ଗୋଟିଏ ସାପ, ଧନୁ, ଢାଲ, ଖଣ୍ଡା, ତ୍ରିଶୂଳ, ବର୍ଛା ଓ ଏକ ଅସୁରର ବେକକୁ ବିଦ୍ଧ କରିଇଥିବା ତୀର ଧରିଛନ୍ତି । The niche is capped by a chaitya window containing seated figures of Shiva and Parvati.
The presiding deity, [[Chamunda]] or Charchika sits on a corpse flanked by a jackal and an owl and decorated with a garland of skulls. She holds a snake, bow, shield, sword, trident, thunderbolt and an arrow, and is piercing the neck of the demon. The niche is capped by a chaitya window containing seated figures of Shiva and Parvati.
 
The Chamunda is surrounded by a host of other smaller size allied deities carved in the lower parts of the walls, each within a niche separate by a pilaster. The figure on the east wall, to the fight of the door, is a skeleton form of [[Bhairava]] forming the counter part of Chamunda.