"ଜୟଦେବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.1) (Robot: Adding ca:Jayadeva
ଟିକେNo edit summary
୧ କ ଧାଡ଼ି:
''ଜୟଦେବ ନାମକ ଓଡ଼ିଆ ସିନେମାକଥାଚିତ୍ର ପାଇଁ [[ଜୟଦେବ (ଚଳଚ୍ଚିତ୍ର)]] ପୃଷ୍ଠାଟିଓ [[ଜୟଦେବ (ଚଳଚ୍ଚିତ୍ର-୧୯୮୭)]] ପୃଷ୍ଠାଦୁଇଟି ଦେଖନ୍ତୁ ।''
{{Infobox person
| name = ଜୟଦେବ
୧୫ କ ଧାଡ଼ି:
| occupation = ପୌରାଣିକ କବି
}}
'''ଜୟଦେବ''', ୧୨୦୦ ଖ୍ରୀ.ରେ [[ଓଡ଼ିଶା]]ର [[ଖୋର୍ଦ୍ଧା ଜିଲାଜିଲ୍ଲା]]ର ପ୍ରାଚୀ ନଦୀ କୂଳରେ ଥିବା ନିକଟରେ ଥିବା [[କେନ୍ଦୁଲି ଶାସନ]]ରେ ଜନ୍ମିତ ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] କବି ଥିଲେ । ସେ ତାହାଙ୍କର ଭକ୍ତି କବିତାବଳୀ ''[[ଗୀତଗୋବିନ୍ଦ]]'' ପାଇଁ ଜଣାଶୁଣା । ଗୀତଗୋବିନ୍ଦରେ [[ହରି]] ଓ [[ରାଧା]]ଙ୍କର ପ୍ରେମଗାଥା ବର୍ଣିତବର୍ଣ୍ଣିତ ଯେଉଁ ତିରେ ସେ ରାଧାଙ୍କୁ ହରିଙ୍କ ଠାରୁ ଅଧିକ ମାନ୍ୟତା ଦେଇଅଛନ୍ତି । ଏହାକୁ [[ହିନ୍ଦୁ ଧର୍ମ]]ର ଭକ୍ତି ଧାରାର ଏକ ପ୍ରଧାନ ଗ୍ରନ୍ଥ ଭାବରେ ବିବେଚନା କରାଯାଇଥାଏ ।<ref>[http://www.britannica.com/eb/article-9043454/Jayadeva Jayadev at britannica.com]</ref> ଗବେଷକଙ୍କ ମତରେ ସେ ଜଣେ ସହଜଯାନ [[ଓଡ଼ିଆ ଲୋକ|ଓଡ଼ିଆ]] [[ବୌଦ୍ଧ ବାଦ|ବୌଦ୍ଧ]]ରେ ଜନ୍ମ ନେଇଥିଲେ ।<ref>[http://thenewssyndicate.com/store/ Sri Jaya Debanka Baaisi Pahacha, Page No. 6]</ref>
 
 
୨୮ କ ଧାଡ଼ି:
== ସାହିତ୍ୟ କୃତି ==
<!--{{main|Works of Jayadeva}}-->
ଜୟଦେବ ହରିଙ୍କର ''ଦଶାବତାର'', ''ଦଶକୃତିକୃତେ'' ଆଦିର ବର୍ଣନାବର୍ଣ୍ଣନା କରିଛନ୍ତି । ଆହୁରି ମଧ୍ୟ [[ଓଡ଼ିଶୀ]]ରେ ବ୍ୟବହାର କରାଯାଉଥିବା ତ୍ରିଭଙ୍ଗୀ ଠାଣିର ବର୍ଣନାବର୍ଣ୍ଣନା ମଧ୍ୟ ତାଙ୍କ ଲେଖାରେ ଦେଖିବାକୁ ମିଳିଥାଏ ।
 
ଜୟଦେବଙ୍କ ରଚିତ ପଦାବଳୀ [[ଶିଖ ଧର୍ମ]]ର ଧର୍ମଗ୍ରନ୍ଥ [[ଗୁରୁ ଗ୍ରନ୍ଥ ସାହେବ]]ରେ ମଧ୍ୟ ବ୍ୟବହାର କରାଯାଇଅଛି । କୁହାଯାଏ [[ଗୁରୁ ନାନକ]]ଙ୍କ ଓଡ଼ିଶା ଆସିବା ସମୟରେ ଏହି ପଦାବଳୀ ସବୁ ତାହାଙ୍କ ଦେଇ "ଗୁରୁ ଗ୍ରନ୍ଥ ସାହେବ"ରେ ରଖାଯାଇଅଛି ।<ref>[http://orissagov.nic.in/e-magazine/Orissareview/july2003/englishchpter/Visit%20of%20Guru%20Nanak%20to%20Puri.PDF Visit of Guru Nanak]</ref>
୩୭ କ ଧାଡ଼ି:
* [[କେନ୍ଦୁଲି ଶାସନ]]
* [[ଜୟଦେବ (ଚଳଚ୍ଚିତ୍ର)]]
* [[ଜୟଦେବ (ଚଳଚ୍ଚିତ୍ର-୧୯୮୭)]]
 
==ଆଧାର==
== ଦ୍ରଷ୍ଟବ୍ୟ ==
{{reflistଆଧାର}}
 
== ବାହାର ଲିଙ୍କ ==
"https://or.wikipedia.org/wiki/ଜୟଦେବ"ରୁ ଅଣାଯାଇଅଛି