"ମନସୁର ଅଲୀ ଖାନ ପଟୌଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧ କ ଧାଡ଼ି:
{{Infobox person
ପଟୌଡ଼ିର ଅଷ୍ଟମ ନବାବ ଇଫତିକାର ଅଲୀ ଖାନଙ୍କ ପୁତ୍ର ମନସୁର ଅଲୀ ଖାନ ୫ଜାନୁଆରୀ ୧୯୪୧ରେ ମଧ୍ୟପ୍ରଦେଶର ଭୋପାଳ ଠାରେ ଜନ୍ମଗ୍ରହଣ କରିଥିଲେ ୤ ୧୯୬୯ରେ ସେ ହିନ୍ଦୀ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ଅଭିନେତ୍ରୀ ଶର୍ମିଳା ଟାଗୋରଙ୍କୁ ବିବାହ କରିଥିଲେ ୤ ତାଙ୍କର ତିନି ସନ୍ତାନ ସୈଫ ଅଲୀ ଖାନ, ସୋହା ଅଲୀ ଖାନ ଓ ସାବା ଅଲୀ ଖାନ ଙ୍କ ମଧ୍ୟରୁ କେହିବି କ୍ରିକେଟ ଖେଳିବରେ ରୁଚି ରଖିନାହାଁନ୍ତି ୤ ସୈଫ ଓ ସୋହା ଚଳଚ୍ଚିତ୍ରରେ ଅଭିନୟ କରୁଥିବା ବେଳେ ସାବା ଗହଣା ଡିଜାଇନ କରୁଛନ୍ତି ୤ ଫୁସଫୁସ ସଙ୍କ୍ରମଣ ଜନିତ ରୋଗରେ ପୀଡ଼ିତ ହୋଇ ପଟୌଡ଼ି ୨୨ସେପ୍ଟେମ୍ବର ୨୦୧୧ ରେ [[ଦିଲ୍ଲୀ|ନୂଆଦିଲ୍ଲୀ]]ସ୍ଥିତ ସାର୍‌ ଗଙ୍ଗାରାମ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ ୤
| bgcolour =
| name = ମନସୁର ଅଲୀ ଖାନ
| image =
| imagesize = 200px
| caption =
| birthdate = ୫ଜାନୁଆରୀ ୧୯୪୧
| birth_place = [[ଭୋପାଳ]], [[ମଧ୍ୟ ପ୍ରଦେଶ]], [[ଭାରତ]]
| yearsactive =
| occupation = କ୍ରିକେଟ ଖେଳାଳୀ
| spouse = ଶର୍ମିଳା ଟାଗୋର
| Children = ସୈଫ ଅଲୀ ଖାନ, ସୋହା ଅଲୀ ଖାନ, ସାବା ଅଲୀ ଖାନ
| height =
| deathdate = ୨୨ସେପ୍ଟେମ୍ବର ୨୦୧୧
| birthname =
}}
ପଟୌଡ଼ିର ଅଷ୍ଟମ ନବାବ ଇଫତିକାର ଅଲୀ ଖାନଙ୍କ ପୁତ୍ର ମନସୁର ଅଲୀ ଖାନ ୫ଜାନୁଆରୀ ୧୯୪୧ରେ ମଧ୍ୟପ୍ରଦେଶର[[ମଧ୍ୟ ପ୍ରଦେଶ]]ର [[ଭୋପାଳ]] ଠାରେ ଜନ୍ମଗ୍ରହଣ କରିଥିଲେ ୤ ୧୯୬୯ରେ ସେ ହିନ୍ଦୀ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ଅଭିନେତ୍ରୀ ଶର୍ମିଳା ଟାଗୋରଙ୍କୁ ବିବାହ କରିଥିଲେ ୤ ତାଙ୍କର ତିନି ସନ୍ତାନ ସୈଫ ଅଲୀ ଖାନ, ସୋହା ଅଲୀ ଖାନ ଓ ସାବା ଅଲୀ ଖାନ ଙ୍କ ମଧ୍ୟରୁ କେହିବି କ୍ରିକେଟ ଖେଳିବରେ ରୁଚି ରଖିନାହାଁନ୍ତି ୤ ସୈଫ ଓ ସୋହା ଚଳଚ୍ଚିତ୍ରରେ ଅଭିନୟ କରୁଥିବା ବେଳେ ସାବା ଗହଣା ଡିଜାଇନ କରୁଛନ୍ତି ୤ ଫୁସଫୁସ ସଙ୍କ୍ରମଣ ଜନିତ ରୋଗରେ ପୀଡ଼ିତ ହୋଇ ପଟୌଡ଼ି ୨୨ସେପ୍ଟେମ୍ବର ୨୦୧୧ ରେ [[ଦିଲ୍ଲୀ|ନୂଆଦିଲ୍ଲୀ]]ସ୍ଥିତ ସାର୍‌ ଗଙ୍ଗାରାମ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ ୤
 
==କ୍ରିକେଟ ଜୀବନ==