"ଶିବସୁନ୍ଦର ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧ କ ଧାଡ଼ି:
'''ଶିବସୁନ୍ଦର ଦାସ'''(ଜନ୍ମ- ନଭେମ୍ବର ୫ ତାରିଖ ୧୯୭୭) ଜଣେ ଭାରତୀୟ କ୍ରିକେଟ୍ ଖେଳାଳି। ସେ ଜଣେ ଡାହାଣ‌‌–ହାତି ଖେଳାଳି।
ସେ ପ୍ରଥମ-ଶ୍ରେଣୀ କ୍ରିକେଟ୍ ରେ [[ଓଡିଶା ]]ପକ୍ଷ ରୁ ଖେଳନ୍ତି, ଶିବସୁନ୍ଦର ପ୍ରଥମେ ୨୦୦୦ ମସିହାରେ [[ବାଙ୍ଗାଲୁରୁ]] ଠାରେ ଜତୀୟ କ୍ରିକେଟ୍ ଶିବିର ରେ ଯୋଗ ଦେଇଥିଲେ ଓ ସେହି ବର୍ଷ ସେ [[ଭାରତ]] ତରଫରୁ ମଧ୍ୟ ଖେଲିବାର ସୁଯୋଗ ପାଇଥିଲେ।
ସେ [[ଓଡିଶା]] କ୍ରିକେଟ୍ ଦଳ ର ଅଧିନାୟକ ମଧ୍ୟ ରହିଥିଲେ। ସେ [[ଭାରତ]] ପକ୍ଷ ରୁ ୪୦ଟୀ ଟେଷ୍ଟ ଖେଳି ୨ଥର ଶତକ ହାସଲ କରିବା ସହିତ ମୋଟ୍ ୧୩୨୬ ରନ୍ କରିଥିଲେ। ସେ ଓଡିଶା ତରଫ ରୁ ଭାରତ ପାଇଁ ଖେଳିଥିବା ତୃତୀୟ [[ଓଡିଆ]] ଖେଳାଳି ।