"ଉଇକିପିଡ଼ିଆ:କର୍ମଶାଳା/କଟକ/୧" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୮ କ ଧାଡ଼ି:
 
== କେଉଁ ମାନେ ଭାଗ ନେଇପାରିବେ (Who can participate) ==
ଓଡ଼ିଆ ଉଇକିପିଡ଼ିଆ ପାଇଁବିଷୟରେ ଯେଉଁ ମାନେ କିଛି ଜାଣିବାକୁ ଚାହୁଁଛନ୍ତି ଆଉ ଭାଗନେଇ ଓଡ଼ିଆ ଭାଷାରେ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚାହାନ୍ତି, ସେ ସମସ୍ତେ ଏଠାକୁ ଆସିପାରିବେ । ଓଡ଼ିଆ ଉଇକିପିଡ଼ିଆ ୨୦୦୨ ମସିହାରେ ଆରମ୍ଭ ହୋଇଥିଲା ଯେବେ ଅନ୍ୟ ଭାରତୀୟ ଭାଷାରେ ଉଇକିପିଡ଼ିଆର ମୂଳଦୁଆ ବି ପଡ଼ିନଥିଲା, ହେଲେ କାମ ଅଭାବରୁ ସେଇଟି ଏବେ ସବୁଠୁ ପଛରେ ପଡ଼ିଯାଇଛି, ତେଣୁ ଆମେ ଏଇ '''୨କ୨ୟ ଓଡ଼ିଆ ଉଇକି କରମଶାଳା''' ଜରିଆରେ ୨୦୦୦ ବରଷ ପୁରୁଣା ସେହି ଓଡ଼ିଆ ଭାଷାକୁ ପୁଣି ଉଇକିପିଡ଼ିଆ ଜରିଆରେ ଆଗକୁ ବଢ଼ାଇବା । ଯଦି ଆପଣ ଇଛୁକ ତେବେ ତଳେ ନାମ ଲେଖାନ୍ତୁ ।
 
== ମୂଳ ପ୍ରସଙ୍ଗ (Agenda) ==