"ତିଥି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ + କ୍ଷୟା ତିଥି
ଟିକେ + ଅପରପକ୍ଷ
୧ କ ଧାଡ଼ି:
==ତିଥି==
ଚନ୍ଦ୍ର ପୃଥିବୀର ଚାରି ପାଖେ ଥରେ ବୁଲି ଆସିଲେ ଗୋଟିଏ ତିଥି ହୁଏ ୤ ଏହିପରି ୧୫ ଥର ବୁଲିଲେ ଏକ ପକ୍ଷ ହୁଏ ୤ ଦୁଇ ପକ୍ଷରେ ଏକ [[ମାସ]] ହୁଏ ୤ [[ପୂର୍ଣ୍ଣିମା|ପୂଣ୍ଣମୀ]]ର ପରଦିନ କୃଷ୍ଣପକ୍ଷର ଆରମ୍ଭ ହୁଏ ୤ କୃଷ୍ଣପକ୍ଷର ପ୍ରଥମ ତିଥି [[ପ୍ରତିପଦ]], ତତ୍ବରେ ଯଥାକ୍ରମେ [[ଦ୍ବିତୀୟା]], [[ତୃତୀୟା]], [[ଚତୁର୍ଥୀ]], [[ପଞ୍ଚମୀ]], [[ଷଷ୍ଠୀ]], [[ସପ୍ତମୀ]], [[ଅଷ୍ଟମୀ]], [[ନବମୀ]], [[ଦଶମୀ]], [[ଏକାଦଶୀ]], [[ଦ୍ବାଦଶୀ]], [[ତ୍ରୟୋଦଶୀ]], [[ଚତୁର୍ଦ୍ଦଶୀ]] ଓ [[ଅମାବାସ୍ୟା]] ଏପରି ୧୫ ତିଥିରେ କୃଷ୍ଣପକ୍ଷ ଅମାବାସ୍ୟା ଦିନ ଶେଷ ହୁଏ ୤ [[ଅମାବାସ୍ୟା]]ର ପରଦିନ ଶୁକ୍ଳପକ୍ଷ ଆରମ୍ଭ ହୁଏ – ଶୁକ୍ଳପକ୍ଷର ପ୍ରଥମ ତିଥି [[ପ୍ରତିପଦ]], ତତ୍ବରେ ଯଥାକ୍ରମେ [[ଦ୍ବିତୀୟା]], [[ତୃତୀୟା]], [[ଚତୁର୍ଥୀ]], [[ପଞ୍ଚମୀ]], [[ଷଷ୍ଠୀ]], [[ସପ୍ତମୀ]], [[ଅଷ୍ଟମୀ]], [[ନବମୀ]], [[ଦଶମୀ]], [[ଏକାଦଶୀ]], [[ଦ୍ବାଦଶୀ]], [[ତ୍ରୟୋଦଶୀ]], [[ଚତୁର୍ଦ୍ଦଶୀ]] ଆଦି ୧୫ ତିଥିରେ ଶୁକ୍ଳପକ୍ଷ [[ପୂର୍ଣ୍ଣିମା|ପୂର୍ଣ୍ଣମୀ]] ଦିନ ଶେଷ ହୁଏ ୤ ଚନ୍ଦ୍ର ପୃଥିବୀକୁ ଥରେ ବୁଲି ଆସିଲାବେଳକୁ ଏକଦିନ ବା ୨୪ ଘଣ୍ଟା ପୁରି ନଥାଏ; ଏଥିପାଇଁ ଏକଦିନରେ ଏକତିଥିରୁ ଅଧିକା କେତେ ସମୟ ପଡ଼େ ୤
ଚନ୍ଦ୍ର ପୃଥିବୀର ଚାରି ପାଖେ ଥରେ ବୁଲି ଆସିଲେ ଗୋଟିଏ ତିଥି ହୁଏ ୤ ଏହିପରି ୧୫ ଥର ବୁଲିଲେ ଏକ ପକ୍ଷ ହୁଏ ୤ ଦୁଇ ପକ୍ଷରେ ଏକ [[ମାସ]] ହୁଏ ୤
ଚନ୍ଦ୍ର ପୃଥିବୀକୁ ଥରେ ବୁଲି ଆସିଲାବେଳକୁ ଏକଦିନ ବା ୨୪ ଘଣ୍ଟା ପୁରି ନଥାଏ; ଏଥିପାଇଁ ଏକଦିନରେ ଏକତିଥିରୁ ଅଧିକା କେତେ ସମୟ ପଡ଼େ ୤
 
ଜ୍ୟୋତିଷଶାସ୍ତ୍ରରେ ତିଥିମାନଙ୍କୁ ନାନା ଶ୍ରେଣୀରେ ବିଭକ୍ତ କରାଯାଇ ଅଛି; ଯଥା:
Line ୧୨ ⟶ ୧୪:
# ଐହସ୍ପର୍ଶତିଥି- ଏକାଦିନରେ ତିନିଗୋଟି ତିଥି ପଡ଼ିଥିବା ଦିବସ
 
===କ୍ଷୟା ତିଥି===
ପୃଥିବୀ ୨୪ ଘଣ୍ଟାରେ ଥରେ ସୂର୍ଯ୍ୟ ଚାରିପଟେ ବୁଲିଆସେ ୤ ଚନ୍ଦ୍ର ଥରେ ପୃଥିବୀକୁ ବୁଲିବାକୁ ୨୩ଘଣ୍ଟା ୩୬ ମିନଟ ଲାଗେ ୤ ୧ ସୌରମାସ = ୩୦ ସାବନ ଦିନ ଓ ୧ ଚାନ୍ଦ୍ର ମାସ = ୩୦ ତିଥି = ୨୯.୫୧୨ ଦିନ ବା ସୌର ଦିବସ ୤ ସୌରମାସ ଠାରୁ ଚାନ୍ଦ୍ର ମାସ ୧୧ଘଣ୍ଟା ୧୩ ମିନଟ୍ କମ୍ ୤ ଚାନ୍ଦ୍ରତିଥି ଓ ସୌର ଦିନ ମଧ୍ୟରେ ଥିବା ଏହି ପାର୍ଥ୍ୟକ୍ୟକୁ ମିଳାଇବା ପାଇଁ ୬୨ଦିନ ଅନ୍ତରରେ ଗୋଟିଏ କ୍ଷୟାତିଥି ଗଣନା କରାଯାଏ, ଅର୍ଥାତ୍ ଗୋଟିଏ ତିଥି ଗଣନା ନ କରି ଛାଡ଼ି ଦିଆଯାଏ ୤ ଏହି ଗଣନା କରା ନ ଯିବା ତିଥିକୁ କ୍ଷୟା ତିଥି ବା କ୍ଷୟାହ କୁହାଯାଏ ୤ ଆଜି [[ଦ୍ବିତୀୟା]] ହେଲେ, ଆସନ୍ତା କାଲି ଦିନ ହିସାବରେ [[ତୃତୀୟା]] ତିଥି ହୁଅନ୍ତା; କିନ୍ତୁ [[ତୃତୀୟା]]କୁ କ୍ଷୟାତିଥି କଲେ ଆସନା କାଲି [[ତୃତୀୟା]] ନହୋଇ [[ଚତୁର୍ଥୀ]] ହେବ ୤ ପ୍ରତି ୬୨ଦିନରେ ଗୋଟିଏ ତିଥି ଗଣା ନ ଯାଇ ଛଡ଼ାଯିବାରୁ ତିଥିସଂଖ୍ୟା ଓ ଦିନ ସଂଖ୍ୟା ମଧ୍ୟରେ ସମତା ରକ୍ଷା ହୁଏ ୤
 
===ପୌରାଣିକ ମତମତେ ତିଥି===
ପୁରାଣ ମତରେ ଚନ୍ଦ୍ରଙ୍କଠାରେ ଅମୃତ ଅଛି; ଦେବତାମାନେ କୃଷ୍ଣପକ୍ଷରେ ପ୍ରତିଦିନ ଚନ୍ଦ୍ରଙ୍କଠାରୁ ଗୋଟିଏ ଗୋଟିଏ କଳା ଅମୃତ ପାନ କରିବାରୁ ଚନ୍ଦ୍ରଙ୍କର କଳା କ୍ଷୟ ହୁଏ ୤ ଶେଷକଳାକୁ [[ଅମାବାସ୍ୟା]] ଦିନ ଜଳ ଓ ଓଷଧିମାନେ ପାନ କରନ୍ତି; ଜଳ ଓ ଓଷଧିକୁ ପଶୁମାନେ ପାନ କରି ଦୁଧ ଦିଅନ୍ତି; ଦୁଧରୁ ଘିଅ ହୁଏ; ଏହି ଘିଅ ପୁଣି ଆହୁତିରୂପେ ଚନ୍ଦ୍ରଙ୍କଠାରେ ପ୍ରବେଶ କରିବାରୁ ଚନ୍ଦ୍ର ପୁଣି ଶୁକ୍ଳପକ୍ଷରେ କଳାଏ କେଖାଁଏ ବଢ଼ନ୍ତି ୤
 
ଚନ୍ଦ୍ରଙ୍କର ନିମ୍ନଲିଖିତ କଳାମାନଙ୍କୁ ନିମ୍ନଲିଖିତ ଦେବତାମାନେ କୃଷ୍ଣପ୍ରତିପଦଠାରୁ ଆରମ୍ଭ କରି ପାନ କରନ୍ତି ୤
Line ୩୫ ⟶ ୩୭:
# ପୂର୍ଣ୍ଣା- ପ୍ରଜାପତି
# ପୂର୍ଣ୍ଣାମୃତା- ଜଳ ଓ ଓଷଧିଗଣ ୤
 
==ପକ୍ଷ==
===କୃଷ୍ଣପକ୍ଷ===
[[ପୂର୍ଣ୍ଣିମା|ପୂଣ୍ଣମୀ]]ର ପରଦିନ କୃଷ୍ଣପକ୍ଷର ଆରମ୍ଭ ହୁଏ ୤ କୃଷ୍ଣପକ୍ଷର ପ୍ରଥମ ତିଥି [[ପ୍ରତିପଦ]], ତତ୍ବରେ ଯଥାକ୍ରମେ [[ଦ୍ବିତୀୟା]], [[ତୃତୀୟା]], [[ଚତୁର୍ଥୀ]], [[ପଞ୍ଚମୀ]], [[ଷଷ୍ଠୀ]], [[ସପ୍ତମୀ]], [[ଅଷ୍ଟମୀ]], [[ନବମୀ]], [[ଦଶମୀ]], [[ଏକାଦଶୀ]], [[ଦ୍ବାଦଶୀ]], [[ତ୍ରୟୋଦଶୀ]], [[ଚତୁର୍ଦ୍ଦଶୀ]] ଓ [[ଅମାବାସ୍ୟା]] ଏପରି ୧୫ ତିଥିରେ କୃଷ୍ଣପକ୍ଷ ଅମାବାସ୍ୟା ଦିନ ଶେଷ ହୁଏ ୤
===ଶୁକ୍ଳପକ୍ଷ===
[[ଅମାବାସ୍ୟା]]ର ପରଦିନ ଶୁକ୍ଳପକ୍ଷ ଆରମ୍ଭ ହୁଏ – ଶୁକ୍ଳପକ୍ଷର ପ୍ରଥମ ତିଥି [[ପ୍ରତିପଦ]], ତତ୍ବରେ ଯଥାକ୍ରମେ [[ଦ୍ବିତୀୟା]], [[ତୃତୀୟା]], [[ଚତୁର୍ଥୀ]], [[ପଞ୍ଚମୀ]], [[ଷଷ୍ଠୀ]], [[ସପ୍ତମୀ]], [[ଅଷ୍ଟମୀ]], [[ନବମୀ]], [[ଦଶମୀ]], [[ଏକାଦଶୀ]], [[ଦ୍ବାଦଶୀ]], [[ତ୍ରୟୋଦଶୀ]], [[ଚତୁର୍ଦ୍ଦଶୀ]] ଆଦି ୧୫ ତିଥିରେ ଶୁକ୍ଳପକ୍ଷ [[ପୂର୍ଣ୍ଣିମା|ପୂର୍ଣ୍ଣମୀ]] ଦିନ ଶେଷ ହୁଏ ୤
===ଅପରପକ୍ଷ===
[[ହିନ୍ଦୁ ଧର୍ମ]] ପରମ୍ପରା ଅନୁଯାୟୀ [[ଆଶ୍ବିନ]] [[ମାସ]] କୃଷ୍ଣପକ୍ଷ [[ପ୍ରତିପଦ]] ଠାରୁ [[ଅମାବାସ୍ୟା]] ପଯ୍ୟନ୍ତ 'ଅପରପକ୍ଷ' ବା 'ପିତୃପକ୍ଷ' ପାଳନ କରାଯାଏ |
 
 
 
"https://or.wikipedia.org/wiki/ତିଥି"ରୁ ଅଣାଯାଇଅଛି