"ଜଗତସିଂହପୁର ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧୬ କ ଧାଡ଼ି:
|pushpin_map_caption = [[ଓଡ଼ିଶା]]ରେ ଅବସ୍ଥାନ
| named_for =
| seat_type = [[ଓଡ଼ିଶାରଓଡି଼ଶାର ବିଧାନସଭାବିଧାନ ସଭା ନିର୍ବାଚନ ମଣ୍ଡଳିମଣ୍ଡଳୀ|ବିଧାନସଭା]]
| seat = ୪ଟି ଆସନ {{collapsible list|title={{nbsp}}|୧. ପାରାଦୀପ(୧୦୧)</br>୨. ତିର୍ତ୍ତୋଲ (୧୦୨)</br>୩. ବାଲିକୁଦା-ଏରସମା (୧୦୩)</br>୪. ଜଗତସିଂହପୁର (୧୦୪)}}
|subdivision_type = ଦେଶ
୨୨ କ ଧାଡ଼ି:
|subdivision_type1 = ରାଜ୍ୟ
|subdivision_name1 = [[ଓଡ଼ିଶା]]
|subdivision_type2 = [[ଓଡ଼ିଶାରଓଡି଼ଶାର ଲୋକସଭା ନିର୍ବାଚନ ମଣ୍ଡଳିମଣ୍ଡଳୀ ତାଲିକା|ଲୋକସଭା]]
|subdivision_name2 = [[ଜଗତସିଂହପୁର (ଲୋକସଭା ନିର୍ବାଚନ ମଣ୍ଡଳି)|ଜଗତସିଂହପୁର]]
| subdivision_type3 = ଭାଷା
୩୧ କ ଧାଡ଼ି:
| population_rank =
| population_density_km2 = 681
| population_urban = ୧,୧୫,୮୯୪
| population_rural = ୧୦,୨୦,୭୧୦
| sex_ratio = ୯୬୭
| child_sex_ratio = ୯୨୯
୧୪୧ କ ଧାଡ଼ି:
}}-->
 
'''ଜଗତସିଂହପୁର''' [[ଭାରତ]]ର [[ଓଡ଼ିଶା]] ରାଜ୍ୟର ଏକ ଜିଲ୍ଲା । ଜଗତସିଂହପୁର ଏକ ଜିଲ୍ଳା ଭାବରେ ୧ ଏପ୍ରିଲ ୧୯୯୪୧୯୯୩ ରେ ଗଠିତ ହୋଇଥିଲା | ଏହି ଜିଲ୍ଳାରେ [[ପାରାଦ୍ଵିପ ବନ୍ଦର]] ଏବଂ ଅନେକ ସାର କାରଖାନା ଅଛି | ଏଠାରେ [[ଅଳକା]], [[ବିଲୁଆଖାଈ]], [[କୁସୁମି]], [[ହଂସୁଆ]], [[କନୁରିଆ]] ଏବଂ [[ଳୁଣିଝରା]] ନଦୀ ଗୁଡ଼ିକ ଅଛନ୍ତି |
 
ଏଠାରେ ପ୍ରସିଦ୍ଧ [[ସାରଳା]] ପୀଠ ରହିଅଛି । [[ଓଡ଼ିଆ ସାହିତ୍ୟ|ସାହିତ୍ୟ]]ର କେତେଜଣ ମହନୀୟ ସ୍ରଷ୍ଟା [[ସାରଳା ଦାସ]], ଜାତୀୟ କବି [[ବୀରକିଶୋର]], [[ଗୋପାଳ ଛୋଟରାୟ]], [[ପ୍ରତିଭା ରାୟ]], [[ବିଭୂତି ପଟ୍ଟନାୟକ]] ଏଠାରେ ଜନ୍ମ ନେଇଥିଲେ ।
 
== ଇତିହାସ ==
ପ୍ରଥମରୁ ''ଜଗତସିଂହପୁର ଜିଲ୍ଲା'' [[କଟକ ଜିଲାଜିଲ୍ଲା]]ର ଏକ ଅଂଶ ଥିଲା | ତେବେ ପ୍ରଶାସନିକ ସୁବିଧା ଦୃଷ୍ଟିରୁ ୧ ଏପ୍ରିଲ, ୧୯୯୪ରେ୧୯୯୩ରେ ଏହାକୁ ଏକ ନୂଆ ଜିଲ୍ଲା ଭାବରେ ଆଉଥରେ ଗଠନ କରାଗଲା <ref>[http://jagatsinghpur.nic.in/dist_portal/dist_glance.htm ଜଗତସିଂହପୁର ଜିଲ୍ଳାର ସରକାରୀ ପୃଷ୍ଠା]</ref>
== ଭୂଗୋଳ ==
[[ଓଡ଼ିଶା]]ର ପୂର୍ବ ଭାଗରେ ଅବସ୍ଥିତ ଜଗତସିଂହପୁର ଜିଲ୍ଲାର ଆୟତନ ୧,୭୫୯ବର୍ଗ&nbsp;କିମି୤
 
=== ଅବସ୍ଥିତି ===
<!--latd:୧୯.୪୦ରୁ୨୦.୨୫ ଓ longd: ୨୪.୫୫ରୁ୩୬.୫
* ପୂର୍ବରେ :
* ପଶ୍ଚିମରେ:
* ଉତ୍ତରରେ :
* ଦକ୍ଷିଣରେ: ଓ ହ୍ରଦ]] ଅଛି୤ -->
===ମୁଖ୍ୟ ନଦୀ===
* [[ଅଳକା]]
* [[ବିଲୁଆଖାଈ]]
* [[କୁସୁମି]]
* [[ହଂସୁଆ]]
* [[କନୁରିଆ]]
* [[ଳୁଣିଝରା]]
===ଜନସଂଖ୍ୟା===
୨୦୧୧ ଜନଗଣନା <ref>[http://www.censusindia.gov.in/2011-prov-results/data_files/orissa/Data%20Sheet-%20Orissa-Provisional.pdf Census 2011: Odisha: Provisional Population Totals]</ref>ଅନୁସାରେ, ଖୋର୍ଦ୍ଧା ଜିଲ୍ଲାର ମୋଟ ଲୋକସଂଖ୍ୟା ୧୧,୩୬,୬୦୪ | ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୦,୨୦,୭୧୦ ଓ ସହରାଞ୍ଚଳରେ ୧,୧୫,୮୯୪ ଲୋକ ବାସ କରନ୍ତି <ref>[http://www.censusindia.gov.in/2011-prov-results/paper2/data_files/Orissa/Data-sheet-Orissa.pdf Census 2011: Odisha: Rural Urban Distribution]</ref> |
* ପୁରୁଷ: ୫,୭୭,୬୯୯
* ମହିଳା: ୫,୫୮,୯୦୫
** ଛ ବର୍ଷରୁ କମ: ୧,୦୩,୫୧୭
* ପଢୁଆ ହାର: ୮୭.୧୩%
** ପୁରୁଷ: ୯୩.୨୦%
** ମହିଳା: ୮୦.୮୮%
 
 
==ଆଧାର==
{{ଆଧାର}}
 
==ଦ୍ରଷ୍ଟବ୍ୟ==
{{reflist}}
http://jagatsinghpur.nic.in
 
==ବାହାର ଲିଙ୍କ==