"ନବରଙ୍ଗପୁର ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
+ ଜନସଂଖ୍ୟା
୩୨ କ ଧାଡ଼ି:
| population_rank =
| population_density_km2 = 230
| population_urban = ୮୭,୭୦୫
| population_rural = ୧୧,୩୧,୦୫୭
| sex_ratio = ୧୦୧୮
| child_sex_ratio = ୯୮୮
୧୪୩ କ ଧାଡ଼ି:
 
'''ନବରଙ୍ଗପୁର ଜିଲ୍ଲା''' [[ଭାରତ]]ର [[ଓଡ଼ିଶା]]ରେ ଥିବା ଏକ ପ୍ରଶାସନିକ ଜିଲ୍ଲା । [[ନବରଙ୍ଗପୁର]] ସହର ଏହାର ପ୍ରଶାସନିକ ମୁଖ୍ୟ ସହର । ଏହି ଜିଲ୍ଲାର ଅଧିକାଂଶ ଲୋକ [[ଜନଜାତି|ଆଦିବାସୀ]] ଓ ଅଧିକାଂଶ ଭୂଭାଗ [[ଜଙ୍ଗଲ]] ଦ୍ଵାରା ଘେରା ।
== ଭୂଗୋଳ ==
 
<!--lies between 20° 31 N & 21° 40 N latitude and 84° 15 E & 85° 23 E longitude-->
==ଅବସ୍ଥିତି==
[[ଭୌଗଳିକ ଦିଗବାରେଣି|ଦିଗବାରେଣି]]: {{coord|19|13|48|N|82|33|0|E|region:IN}} ।</br>
ଏହା [[ଓଡ଼ିଶା]]ର ଦକ୍ଷିଣ-ପଶ୍ଚିମ ଭାଗରେ, [[କୋରାପୁଟ ଜିଲା]] ନିକଟରେ ୧୯.୧୪' ଅକ୍ଷାଂଶ ଓ ୮୨.୩୨ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନ ଠାରୁ ଏହାର ଉଚ୍ଚତା {{convert|1876|ft|m}} ।
 
=== ଜନସଂଖ୍ୟା ===
୨୦୧୧ ଜନଗଣନା<ref>[http://www.censusindia.gov.in/2011-prov-results/data_files/orissa/Data%20Sheet-%20Orissa-Provisional.pdf Census 2011: Odisha: Provisional Population Totals]</ref> ଅନୁସାରେ, ନବରଙ୍ଗପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୨,୧୮,୭୬୨| ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୧,୩୧,୦୫୭ ଓ ସହରାଞ୍ଚଳରେ ୮୭,୭୦୫ ଲୋକ ବାସ କରନ୍ତି <ref>[http://www.censusindia.gov.in/2011-prov-results/paper2/data_files/Orissa/Data-sheet-Orissa.pdf Census 2011: Odisha: Rural Urban Distribution]</ref> |
* ପୁରୁଷ: ୬,୦୬,୦୪୬
**ଗ୍ରାମାଞ୍ଚଳ: ୫,୫୯,୯୩୩
**ସହରାଞ୍ଚଳ: ୪୪,୧୧୩
* ମହିଳା: ୬,୧୪,୭୧୬
**ଗ୍ରାମାଞ୍ଚଳ: ୫,୭୧,୧୨୪
**ସହରାଞ୍ଚଳ: ୪୩,୫୯୨
* ଛ ବର୍ଷରୁ କମ: ୨,୦୧,୯୦୧
* ପଢୁଆ ହାର: ୪୮.୨୦%
** ପୁରୁଷ: ୫୯.୪୫%
** ମହିଳା: ୩୭.୨୨%
 
==ବାହାର ଲିଙ୍କ==