"ଦୋହାକୋଷ ଓ ବୌଦ୍ଧ ଗାନ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Psubhashish (ଆଲୋଚନା | ଅବଦାନ) |
ଟିକେNo edit summary |
||
୨ କ ଧାଡ଼ି:
''[[ସିଦ୍ଧ ସାହିତ୍ୟ]], [[ଚର୍ଯା]], [[ଚର୍ଯା ଗୀତି]], [[ଚର୍ଯା ଗୀତିକା]] ଓ [[ଚରିଜାଗିତି]] ଏହିଠାକୁ ଫେରିଆଣିଥାନ୍ତି ।''
[[ଓଡ଼ିଆ
[[ଫାଇଲ:Odia script in Dohakosa by Sarahapada.svg|thumb|300px|[[ଚଉରାଶି ସିଦ୍ଧ]]ଙ୍କ ମଧ୍ୟରୁ [[ସରହାପାଦ]]ଙ୍କ ଲିଖିତ ଚର୍ଯାଗୀତିରେ ଥିବା ଓଡ଼ିଆ ଲିପିର ବ୍ୟବହାର ସୂଚିତ କରିଥାଏ ଯେ ଏହା [[ଓଡ଼ିଆ ଲିପି]]ର ପୁରାତନ ରୂପ ।]]
୧୫ କ ଧାଡ଼ି:
ଦୋହାକୋଷ ଓ ବୌଦ୍ଧଅପଭ୍ରଂଶ ସାହିତ୍ୟ ସମ୍ଭନ୍ଧରେ ଡ. ସହିଦୁଲା.<ref> ସହିଦୁଲା. ''Les chants Mystique de Kanha et de Saraha''</ref> ଗ୍ରନ୍ଥରେ ଆଲୋଚିତ ବିଷୟ ଓ ଡ. ପ୍ରବୋଧଚନ୍ଦ୍ର ବାଗଚିଙ୍କର ତିଲୋପା ଓ ସହରପାଙ୍କର ସମ୍ବନ୍ଧୀୟ ଦୋହଗୁଡ଼ିକର ଆଲୋଚନା କରାଯାଇଛି ।<ref>ଡ. ପ୍ରବୋଧଚନ୍ଦ୍ର ବାଗଚି</ref> ଦୋହାକୋଷ ମଧ୍ୟରେ ସରହପାଦ ଓ କାହ୍ନୁପାଦଙ୍କର ଦୋହକୋଷ ପ୍ରଧାନ ।
ସରହପାଦ ଓ କାହ୍ନୁପାଦ
ପ୍ରାଚୀନତମ ଦୋହାକାର ସରୋରୁହବଜ ବା ପଦ୍ମବଜଙ୍କର ଜନ୍ମ ୮ମ ଶତକରେ ହୋଇଥିଲା । ସରୋରୁହବଜ ସରହପା ନାମରେ ଜଣା । ସେ ପ୍ରସିଦ୍ଧ ବୌଦ୍ଧ ଗ୍ରନ୍ଥ ବଜତନ୍ତ (ବଜ୍ରତନ୍ତ୍ର)ର ଲେଖକ ଥିଲେ । ଐତିହାସିକ ବିବରଣୀରୁ
ବୌଦ୍ଧଗାନର ଅନ୍ୟତମ କବି ହେଉଛନ୍ତି [[କାହ୍ନୁପା]] ବା [[କାହ୍ନୁପାଦ]] । ସେ [[କୃଷ୍ଣବଜ]] ([[କୃଷ୍ଣବଜ୍ର]]) ନାମରେ ମଧ୍ୟ ନାମିତ । ତେଙ୍ଗୁର ଗ୍ରନ୍ଥ ତାଲିକାରେ ଦୁଇଜଣ କୃଷ୍ଣାଚାର୍ଯ୍ୟ ଥିଲେ ବୋଲି ଜଣାଯାଇଥାଏ । ବୟସରେ ବଡ଼ କୃଷ୍ଣାଚାର୍ଯ୍ୟ
ଏହି ସବୁ ରଚୟିତା ମାନେ ରଚନାରେ ମାଗଧି ଅପଭ୍ରଂଶକୁ ଗ୍ରହଣ କରିଅଛନ୍ତି । ଏହି ହେତୁ ବୌଦ୍ଧଗାନ ଓ ଦୋହାର ଭାଷାରେ ମାଗଧି ଅପଭ୍ରଂଶର ସ୍ଵରୂପ ମିଳିଥାଏ ଯାହା ଆଧୁନିକ ଓଡ଼ିଆ ଭାଷାର ଜନନୀସ୍ଵରୂପ ।
୨୫ କ ଧାଡ଼ି:
ଏଥିରେ ବ୍ୟବହୃତ ଭାଷା ଖ୍ରୀ ୯ମ-୧୦ମ ସମୟର ଭାଷା । ଏହାକୁ ପ୍ରାଚ୍ୟ ଅପଭ୍ରଂଶ ଭାଷା ନାମରେ ଜଣା । ବୌଦ୍ଧସିଦ୍ଧାଚାର୍ଯ୍ୟ ମାନଙ୍କ ଦେଇ ଏସବୁ ରଚିତ ହୋଇଥିଲା ଓ ଏହି ଭାଷା ଆଧୁନିକ ଓଡ଼ିଆ ଭାଷାର ପ୍ରାଚୀନତମ ସ୍ଵରୂପ । ସମାନ କ୍ଷେତ୍ରରେ ବଙ୍ଗ, ଆସାମ ଓ ବିହାରର ଭାଷାବିଦମାନେ ଏହାକୁ ବଙ୍ଗଳା, ଆସାମୀ ଓ ଭୋଜପୁରୀ ଭାଷାର ମୂଳରୂପ ବୋଲି ଅଭିହିତ କରିଥାନ୍ତି । ଏହାର କାରଣ ସେହି ସବୁ ଭାଷାରେ ମଧ୍ୟ ଏହି ଦୋହାଗୀତିର ଭାଷା ସହ କେତେକାଂଶ ସମତା ରହିଅଛି । ତେବେ ଭାଷାତତ୍ଵ, ଇତିହାସ ଓ ଧର୍ମଦୃଷ୍ଟିରୁ ଏହାକୁ ଓଡ଼ିଆର ପ୍ରାଚୀନ ନିଦର୍ଶନ ବୋଲି ଜଣାଯାଇଥାଏ ।
==ବୌଦ୍ଧଗାନ ଓ ଦୋହାର ରଚୟିତା==
ବୌଦ୍ଧଗାନ ଓ ଦୋହା ୮୪ ଜଣ ସିଦ୍ଧଙ୍କ ଦେଇ ଲେଖାଯାଇଇଥିଲା ।
[[ଚର୍ଯଚର୍ଯାବିନିଶ୍ଚୟ]]ରେ ([[ଆଶ୍ଚର୍ଯ୍ୟ ଚର୍ଯାଚୟ]]) ରେ ସବୁଠାରୁ ବେଶି ଦୋହା ରଚିଛନ୍ତି [[କାହ୍ନୁପାଦ]] । ଏହି ପୋଥିରେ କବିମାନଙ୍କର ନିମ୍ନଲିଖିତ ଦୋହା ସଂଖ୍ୟା ମିଳିଥାଏ ।
|