"ସୁବର୍ଣ୍ଣପୁର ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୫୨ କ ଧାଡ଼ି:
| area_code_type = ତାର (ଏସ୍.ଟି.ଡ଼ି)
| area_code = ୦୬x
| registration_plate = OR-31
|blank_name_sec1 = ଜିଲ୍ଲାପାଳ
|blank_info_sec1= ଗଗନ ବିହାରୀ ସ୍ଵାଇଁ
୧୪୩ କ ଧାଡ଼ି:
 
'''ସୋନପୁର ଜିଲ୍ଲା''' ବା '''ସୁବର୍ଣ୍ଣପୁର ଜିଲ୍ଲା''', [[ଓଡ଼ିଶା]]ର ଏକ ପ୍ରଶାସନିକ ଜିଲ୍ଲା । [[ସୋନପୁର]] ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟାଳୟ । ସୋନପୁରର ଅଧିବାସୀ ସାଧାରଣତ ଷୋନାପୁରିଆ ଭାବରେ ଜଣାଶୁଣା । ସୋମବଂଶୀ ରାଜାମାନଙ୍କ ଶାସନ କାଳରୁ "ସୁବର୍ଣ୍ଣପୁର" ନାମଟି ଆସିଥିବା ବିଶ୍ଵାସ କରାଯାଏ । ସୋନପୁର ଏହାର ସାଂସ୍କୃତିକ ବିଭବ, କଳା, [[ସୋନପୁର]]ର ତନ୍ତବୁଣା ଲୁଗା, କାରିଗରୀ, ହାତତିଆରି କଳାକୃତି, ପିତଳ ଓ ଟେରାକୋଟା କାମ ଓ ତରଭାର ଫିଲିଗିରି କାମ, ଉଲୁଣ୍ଡାର ପଥର ଖୋଦେଇ ଓ ଡ଼ୁଙ୍ଗୁରିପାଲିର ଧାନରେ ତିଆରି ହାତକାମ ପାଇଁ ପ୍ରସିଦ୍ଧ ।
 
 
== ଭୂଗୋଳ ==
[[ଓଡ଼ିଶା]]ର ପଶ୍ଚିମ ଭାଗରେ ଅବସ୍ଥିତ ସୁବର୍ଣ୍ଣପୁର ଜିଲ୍ଲାର ଆୟତନ ୨,୨୮୪.୪ ବର୍ଗ&nbsp;କିମି୤କିମି <ref>[http://www.subarnapur.nic.in ସୁବର୍ଣ୍ଣପୁର ଜିଲ୍ଲାର ସରକାରୀ ପୃଷ୍ଠା]</ref>
=== ଅବସ୍ଥିତି ===
<!--latd:୧x୨୦.xxରୁ୩୦ରୁ ୨x୨୧.xx୧୧ ଓ longd: ୮x୮୩.xxରୁ୨୭ରୁ ୮x୮୪.xx୧୬
* ପୂର୍ବରେ :
* ପଶ୍ଚିମରେ:
* ଉତ୍ତରରେ :
* ଦକ୍ଷିଣରେ: ଅଛି୤ -->
===ମୁଖ୍ୟ ନଦୀ===
* ମହାନଦୀ
* ଅଙ୍ଗ
* ତେଲ
* ଶୁକତେଲ
===ଜନସଂଖ୍ୟା===
୨୦୧୧ ଜନଗଣନା <ref>[http://www.censusindia.gov.in/2011-prov-results/data_files/orissa/Data%20Sheet-%20Orissa-Provisional.pdf Census 2011: Odisha: Provisional Population Totals]</ref>ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୬,୫୨,୧୦୭ | ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୬,୦୨,୧୭୫ ଓ ସହରାଞ୍ଚଳରେ ୪୯,୯୩୨ ଲୋକ ବାସ କରନ୍ତି <ref>[http://www.censusindia.gov.in/2011-prov-results/paper2/data_files/Orissa/Data-sheet-Orissa.pdf Census 2011: Odisha: Rural Urban Distribution]</ref> |
Line ୧୬୩ ⟶ ୧୬୭:
==ପ୍ରଶାସନିକ ବିଭାଗ==
* ଉପଖଣ୍ଡ (ସବ୍ ଡିଭିଜନ): (୨) ୧. [[ସୋନପୁର]] ଓ ୨. ବୀରମହରାଜପୁର |
* ତହସିଲ: (୬): ଉଲୁଣ୍ଡା, ରାମପୁର, ବିନିକା, ବୀରମହାରାଜାପୁର, ତରଭା ଓ ସୋନପୁର
* ତହସିଲ: (୪):
* ବ୍ଳକ: (୬): ଉଲୁଣ୍ଡା, ଡୁଙ୍ଗୁରିପାଲ୍ଲି, ତରଭା, ବିନିକା, ବୀରମହାରାଜାପୁର, ସୋନପୁର
* ବ୍ଳକ: (୧୨): ୧.
* ଗ୍ରାମ ପଞ୍ଚାୟତ: ୯୬
* ଗ୍ରାମ: ୯୫୯
 
==ପର୍ଯ୍ୟଟନ ସ୍ଥଳ==
Line ୨୦୭ ⟶ ୨୧୨:
#Pasayat, C. (2003), ''Glimpses of Tribal and Folkculture'', New Delhi: Anmol Pub. Pvt. Ltd.
 
==ବାହାର ଲିଙ୍କ==
* {{official|http://www.subarnapur.nic.in}}
 
<!--{{Subarnapur district}}-->