"ସୁଦର୍ଶନ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧୩ କ ଧାଡ଼ି:
 
==ଜୀବନକାଳ==
ସୁଦର୍ଶନ [[ଓଡ଼ିଶା]]ର [[ପୁରୀ]] ଠାରେ ଏକ ମଧ୍ୟବିତ୍ତ ପରିବାରରେ ୧୮ ମେ ୧୯୭୬ରେ ଜନ୍ମ ଗ୍ରହଣ କରିଥିଲେ । ସାତ ବର୍ଷ ବୟସରେ ସେ ବାଲିରେ ମୂର୍ତ୍ତି ଗଢ଼ିବା ଆରମ୍ଭ କରିଥିଲେ ।<ref name=Sandindia>[http://www.sandindia.com/theartist.html ''The Artist'': Sudarshan Pattnaik]</ref> ତାଙ୍କ ଦେଇ [[ପୁରୀ]] ଠାରେ ୧୯୯୫ରେ ''ଗୋଲ୍ଡେନ ସାଣ୍ଡ ଆର୍ଟ ଇନଷ୍ଟିଚୁଟ'' ସ୍ଥାପିତ ହୋଇଥିଲା । ପରେ ଏହା ''ସୁଦର୍ଶନ ସାଣ୍ଡ ଆର୍ଟ ଇନଷ୍ଟିଚୁଟ'' ନାମରେ ନାମିତ ହୋଇଥିଲା । [[ପୁରୀ]]ଠାରେ [[ବଳରାମ ଦାସ]]ଙ୍କ କାଳରୁ ପାଖାପାଖି ୭୦୦ ବର୍ଷର ଏହି ପୁରାତନ କଳାର ବିକାଶରେ ଏହି ସଙ୍ଗଠନ କାମ କରିଥାଏ । ଏଠାକାର ଅନେକ ଛାତ୍ର ଦେଶବିଦେଶରେ ପ୍ରସିଦ୍ଧି ଲାଭ କରିଅଛନ୍ତି । ସେଥି ମଧ୍ୟରୁ ଇଣ୍ଡିଆଜ ଗଟ ଟ୍ୟାଲେଣ୍ଟ ୨ୟ ଭାଗ(India's Got Talent Season 2) ପ୍ରତିଯୋଗିତାର ବିଜେତା [[ମାନସ କୁମାର ସାହୁ]] ଅନ୍ୟତମ ।
 
==ମାନସମ୍ମାନ==