"ତଅପୋଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନୂଆ
 
No edit summary
୧ କ ଧାଡ଼ି:
{{About|ଓଡ଼ିଆ ଲୋକକଥାରେ ଥିବା '''ତଅପୋଇ'''||ତଅପୋଇ (୧୯୭୮ର ଚଳଚ୍ଚିତ୍ର)}}
{{Infobox film
| name = ତଅପୋଇ
| image =
| image size =
| alt =
| caption =
| director = [[ଶରତ ପୂଜାରୀ]]
| producer = [[ସୁବୋଧ ସାମଲ]]
| writer = [[ଶରତ ପୂଜାରୀ]]
| screenplay =
| story =
| based on = <!-- {{based on|title of the original work|writer of the original work}} -->
| narrator =
| starring = [[ସୁଜାତା ଆନନ୍ଦ]], [[ଅନିତା ଦାସ]], [[ପ୍ରଶାନ୍ତ ନନ୍ଦ ]], [[ସାମୁଏଲ ସାହୁ]] (ବାବି)
| music = [[ଅକ୍ଷୟ ମହାନ୍ତି]]
| cinematography =
| editing =
| studio =
| distributor =
| released = ୧୯୭୮
| runtime =
| country = {{flag|ଭାରତ}}
| language = [[ଓଡ଼ିଆ ଭାଷା|ଓଡ଼ିଆ]]
| budget = ୩ ଲକ୍ଷ ୬୫ ହଜାର ଟଙ୍କା
| gross =
}}
[[ଶରତ ପୂଜାରୀ]]ଙ୍କ ନିର୍ଦ୍ଦେଶନାରେ ନିର୍ମିତ [[ଓଡ଼ିଆ ଭାଷା|ଓଡ଼ିଆ]] ସିନେମା ''' ତଅପୋଇ''' <ref>{{imdb title|1404086}}</ref> ''୧୯୭୮'' ମସିହାରେ ମୁକ୍ତିଲାଭ କରିଥିଲା ।
 
'''ତଅପୋଇ''' ଏକ ଲୋକକଥାର ଚରିତ୍ର ।
== ଅଭିନୟରେ==
[[ଓଡ଼ିଆ ଭାଷା|ଓଡ଼ିଆ]]ଚଳଚ୍ଚିତ୍ର ‘ତଅପୋଇ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
* [[ସୁଜାତା ଆନନ୍ଦ]]
* [[ଅନିତା ଦାସ]]
* [[ପ୍ରଶାନ୍ତ ନନ୍ଦ ]]
* [[ଶରତ ପୂଜାରୀ]]
* [[କୃଷ୍ଣପ୍ରଭା]]
* [[ପୀର ମିଶ୍ର]]
* [[ଭବାନି ପଣ୍ଡା]]
* [[ସାମୁଏଲ ସାହୁ]] (ବାବି)
 
==କିମ୍ବଦନ୍ତୀ==
==ଦ୍ରଷ୍ଟବ୍ୟ==
ଆଗକାଳରେ [[ଓଡିଆ ଲୋକ|ଓଡିଆ]] ସାଧବ ପୁଅ ମାନେ ବିଦେଶକୁ ବଣିକ କରିବା ନିମନ୍ତେ ଯାଉଥିଲେ । ସେହି ସମୟରେ ସାତଜଣ ସାଧବ ଭାଇ ଦୂରଦେଶକୁ ବଣିଜ କରିବାକୁ ଯାଇଥିଲା ବେଳେ ଘରେ ତାଙ୍କର ଘରଣୀ ଓ ଏକମାତ୍ର ସାନ ଭଉଣୀ ତଅପୋଇ ରହିଥିଲା । କେବଳ ସାନ ଭାଉଜଙ୍କୁ ଛାଡି ତଅପୋଇର ବାକି ସବୁ ଭାଉଜ ତାହାଙ୍କ ଉପରେ ଅନାଚାର କରୁଥିଲେ । ଅଲିଅଳରେ ବଢିଥିବା ତଅପୋଇକୁ ଘରକାମରେ, [[ଛେଳି]] ଚରେଇବା ପାଇଁ ପଠାଉଥିଲେ । ଭାଇମାନେ ଦୂରରେ ଥିବାରୁ ତଅପୋଇ ଏସବୁ କଥା ଆଉ କାହା ପାଖରେ କହିପାରୁନଥିଲା । ଏପରିକି ଭାତ ବଦଳରେ ଖୁଦ ଖାଇବାକୁ ଦେଉଥିଲେ । କେବଳ ତାହାଙ୍କର ସାନଭାଉଜ ତାହାଙ୍କୁ ଲୁଚାଇ ଲୁଚାଇ ଖାଇବାକୁ ଦେଉଥିଲେ ଓ ସ୍ନେହ କରୁଥିଲେ । ଅନେକ ଦିନ ଅନ୍ତେ ଭାଇ ମାନେ ବିଦେଶରୁ ଫେରିବାରେ ଡେରି ହେବାରୁ ତଅପୋଇ ନଦୀ ବାଲିରେ ଉପରେ ମାଟିରେ ମୂର୍ତ୍ତି ଗଢି [[ଖୁଦୁରୁକୁଣି ଓଷା]] କରି ଭାଇ ମାନଙ୍କ ମଙ୍ଗଳ ମନାସି ସହଳ ଘରକୁ ଫେରାଇ ଆଣିବା ନିମନ୍ତେ ଠାକୁରାଣୀଙ୍କ ପାଖରେ ତାହାଙ୍କୁ ମିଳିଥିବା [[ଖୁଦ]] ଭୋଗ ଭାବରେ ଦେଇ ପ୍ରାର୍ଥନା କରିଥିଲା । ତାହାଙ୍କର ଡାକ ଶୁଣିପାରି [[ମା ମଙ୍ଗଳା]] (ଖୁଦୁରୁକୁଣି) ଭାଇମାନଙ୍କୁ ଘରକୁ ଲେଉଟାଇବା ପାଇଁ ପବନର ଗତି ବଦଲାଇ ଦେଇଥିଲେ । ଭାଇମାନଙ୍କୁ ବନ୍ଦାପନା କରିବା ନିମନ୍ତେ ସବୁ ଭାଉଜ ଯାଇଥିବା ବେଳେ ତଅପୋଇକୁ ଭାଉଜମାନେ ଘରକୋଣରେ ବାନ୍ଧି ଦେଇଥିଲେ । ତେବେ ତଅପୋଇ ନ ଆସିଲେ ଆମ୍ଭେ [[ବୋଇତ]]ରୁ ଓହ୍ଲାଇବୁ ନାହିଁ ବୋଲି ଭାଇ ମାନେ ଜିଦ ଧରି ବସିବାରୁ ସାନ ଭାଉଜ ସବୁ ଗୋପନ କଥା ଭାଇମାନଙ୍କ ଆଗରେ ଫିଟାଇ କହିଲେ । ଦଣ୍ଡ ସ୍ଵରୁପ କେବଳ ସାନ ଭାଉଜଙ୍କୁ ଛାଡି ସାତ ସାଧବ ବାକି ସମସ୍ତଙ୍କର ନାକ କଟାଇ ଥିଲେ । [[ଓଡିଆ ଚଳଣି]]ର ଏହି ଲୋକକଥାକୁ ନେଇ [[କୁଆଁରୀ]] ଝିଅ ମାନେ ଭାଇ ମାନଙ୍କ ଶୁଭ ମନାସି [[ଭୋଦୁଅଁ]] (ଭାଦ୍ରବ) ମାସରେ [[ଭାଲୁକୁଣି ଓଷା]] ବା [[ଖୁଦୁରୁକୁଣି ଓଷା]] କରିଥାନ୍ତି ।
{{reflist}}
 
==ଆହୁରି ଦେଖନ୍ତୁ==
{{ଓଡ଼ିଆ ସିନେମା}}
*[[ଓଡିଆ ଲୋକସାହିତ୍ୟ]]
[[ବିଭାଗ:ଓଡ଼ିଆ ସିନେମା]]
*[[ଓଡିଆ ଚଳଣି]]
[[ବିଭାଗ:ଓଡ଼ିଆ ସିନେମା ଜଗତ]]
 
[[ବିଭାଗ:୧୯୭୮ ଓଡ଼ିଆ ସିନେମା]]
[[ବିଭାଗ:ଭାରତୀୟଓଡିଆ ସିନେମାସାହିତ୍ୟ]]
[[ବିଭାଗ:ଲୋକକଥା ଓ ପୁରାଣ ଚରିତ୍ର]]
"https://or.wikipedia.org/wiki/ତଅପୋଇ"ରୁ ଅଣାଯାଇଅଛି