"ଦ୍ୱିତୀୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନୂତନ: ଦ୍ବିତୀୟା
 
୧ କ ଧାଡ଼ି:
==ଦ୍ବିତୀୟା==
'ଦ୍ବିତୀୟା' ଚନ୍ଦ୍ରପକ୍ଷର ଦ୍ବିତୀୟ ଦିବସ - ଚନ୍ଦ୍ରର ଦ୍ବିତୀୟ କଳାର ହ୍ରାସ ବା ବୃଦ୍ଧିଜନିତ [[ତିଥି]] ୤ [[ପ୍ରତିପଦ]]ର ପରବର୍ତ୍ତୀ ଓ [[ତୃତୀୟା]]ର ପୂର୍ବବର୍ତ୍ତୀ ତିଥି୤ କୃଷ୍ଣ ପକ୍ଷର ଦ୍ବିତୀୟାକୁ କୃଷ୍ଣା ଦ୍ବିତୀୟା ଓ ଶୁକ୍ଳ ପକ୍ଷର ଦ୍ବିତୀୟାକୁ ଶୁକ୍ଳା ଦ୍ବିତୀୟା କୁହାଯାଇଥାଏ ୤
 
* [[ଆଷାଢ଼]] ଶୁକ୍ଳଦ୍ବିତୀୟା: ଶ୍ରୀଗୁଣ୍ଡିଚା ବା [[ଜଗନ୍ନାଥ]]ଙ୍କର [[ରଥଯାତ୍ରା]] ୤
* [[କାର୍ତ୍ତିକ]] ଶୁକ୍ଳଦ୍ବିତୀୟା : ଅଧ୍ୟୟନ ଦ୍ବିତୀୟା: ପାଠ ପଠନ ନିଷେଧ ୤
* [[କାର୍ତ୍ତିକ]] ଶୁକ୍ଳଦ୍ବିତୀୟା: ଭ୍ରାତୃ ଦ୍ବିତୀୟା: ଶ୍ରୀ [[ଲିଙ୍ଗରାଜ]] ଦେବଙ୍କର ଯାତ୍ରା ୤
 
{{ପକ୍ଷ}}
"https://or.wikipedia.org/wiki/ଦ୍ୱିତୀୟା"ରୁ ଅଣାଯାଇଅଛି