"ଦଶମୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନୂତନ: ଦଶମୀ
 
ଟିକେ →‎ଦଶମୀ
୧ କ ଧାଡ଼ି:
==ଦଶମୀ==
'ଦଶମୀ' ଚନ୍ଦ୍ରପକ୍ଷର ଦଶମ ଦିବସ - ଚନ୍ଦ୍ରର ଦଶମ କଳାର ହ୍ରାସ ବା ବୃଦ୍ଧିଜନିତ [[ତିଥି]] ୤ [[ନବମୀ]]ର ପରବର୍ତ୍ତୀ ଓ [[ଏକାଦଶୀ]]ର ପୂର୍ବବର୍ତ୍ତୀ ତିଥି୤ କୃଷ୍ଣ ପକ୍ଷର ଦଶମୀକୁ କୃଷ୍ଣା ଦଶମୀ ଓ ଶୁକ୍ଳ ପକ୍ଷର ଦଶମୀକୁ ଶୁକ୍ଳା ଦଶମୀ କୁହାଯାଇଥାଏ ୤
 
* [[ପୌଷ]] ଶୁକ୍ଳ ଦଶମୀ: ସମ୍ବର ଦଶମୀ (ଶାମ୍ବରୀ ଦଶମୀ; ସୂର୍ଯ୍ୟପୂଜା)
:(ଯେବେ ଏ ଦଶମୀ [[ଗୁରୁବାର]] ଦିନ ପଡ଼େ ତେବେ ସୁଦଶାବ୍ରତ ହୁଏ ୤)
* [[ଫାଲ୍ଗୁନ]] ଶୁକ୍ଳ ଦଶମୀ: ଫଗୁ ଦଶମୀ (ଦୋଳଯାତ୍ରାର ଆରମ୍ଭ ଦିନ; ଶ୍ରୀକୃଷ୍ଣପୂଜା)
* [[ଆଶ୍ବିନ]] ଶୁକ୍ଳପକ୍ଷ ଦଶମୀ: ବିଜୟା ଦଶମୀ (ଦଶହରା)
* [[ଆଷାଢ଼]] ଶୁକ୍ଳପକ୍ଷ ଦଶମୀ: ବାହୁଡ଼ା ଦଶମୀ (ଏ ଦିନ [[ଜଗନ୍ନାଥ|ଶ୍ରୀଜଗନ୍ନାଥ]] ମହାପ୍ରଭୁ ରଥରେ [[ଗୁଣ୍ଡିଚା ମନ୍ଦିର|ଗୁଣ୍ଡିଚା ଘରୁ]] [[ଜଗନ୍ନାଥ ମନ୍ଦିର|ବଡ଼ ଦେଉଳ]]କୁ ଫେରନ୍ତି ୤)
* [[ଜ୍ୟେଷ୍ଠ]] ଶୁକ୍ଳପକ୍ଷ ଦଶମୀ: ଦଶହରା ଗଙ୍ଗାସ୍ନାନ (ଏ ଦିନ ଗଙ୍ଗାଙ୍କ ଜନ୍ମଦିବସ ଅର୍ଥାତ୍ ଗଙ୍ଗା ପୃଥିବୀରେ ଅବତରଣ କରିଥିଲେ ୤ ଏ ଦିନ ଗଙ୍ଗାସ୍ନାନ ବିଶେଷ ପାପନାଶକ ୤)
 
{{ପକ୍ଷ}}
"https://or.wikipedia.org/wiki/ଦଶମୀ"ରୁ ଅଣାଯାଇଅଛି