"ନବମୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନୂତନ: ନବମୀ
 
ଟିକେ →‎ନବମୀ
୧ କ ଧାଡ଼ି:
==ନବମୀ==
'ନବମୀ' ଚନ୍ଦ୍ରପକ୍ଷର ନବମ ଦିବସ - ଚନ୍ଦ୍ରର ନବମ କଳାର ହ୍ରାସ ବା ବୃଦ୍ଧିଜନିତ [[ତିଥି]] ୤ [[ଅଷ୍ଟମୀ]]ର ପରବର୍ତ୍ତୀ ଓ [[ଦଶମୀ]]ର ପୂର୍ବବର୍ତ୍ତୀ ତିଥି୤ କୃଷ୍ଣ ପକ୍ଷର ନବମୀକୁ କୃଷ୍ଣା ନବମୀ ଓ ଶୁକ୍ଳ ପକ୍ଷର ନବମୀକୁ ଶୁକ୍ଳା ନବମୀ କୁହାଯାଇଥାଏ ୤
 
* [[ଚୈତ୍ର]] ଶୁକ୍ଳନବମୀ: ରାମନବମୀ – ଏ ଦିନ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ଏବଂ ଦୁର୍ଗାଙ୍କର ମଧ୍ୟ ବାସନ୍ତିକ ନବମୀପୂଜା ହୁଏ ୤
* [[ବୈଶାଖ]] ଶୁକ୍ଳନବମୀ: ସୀତାନବମୀ- ସୀତାଜନ୍ମ
* [[ଭାଦ୍ରବ]] କୃଷ୍ଣନବମୀ: ନନ୍ଦୋତ୍ସବ – ଜନ୍ମାଷ୍ଟମୀର ପରଦିନ କୃତ ଉତ୍ସବ
* [[ଆଶ୍ବୀନ]] ଶୁକ୍ଳନବମୀ: ମହାନବମୀ - ଶାରଦୀୟା ଦୂର୍ଗାପୂଜାର ତୃତୀୟ ବା ଶେଷ ଦିବସ ୤
* [[କାର୍ତ୍ତିକ]] ଶୁକ୍ଳନହମୀ: ଅଁଳାନବମୀ– ଜଗଦ୍ଧାତ୍ରୀପୂଜା ଓ ଦୂର୍ଗାନବମୀ ବ୍ରତ
* [[ମାର୍ଗଶିର]] କୃଷ୍ଣନବମୀ: କାଞ୍ଜିଅଁଳାନବମୀ ୤
 
{{ପକ୍ଷ}}
"https://or.wikipedia.org/wiki/ନବମୀ"ରୁ ଅଣାଯାଇଅଛି