"ଚତୁର୍ଥୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନୂତନ: ଚତୁର୍ଥୀ
 
୧ କ ଧାଡ଼ି:
==ଚତୁର୍ଥୀ==
'ଚତୁର୍ଥୀ' ଚନ୍ଦ୍ରପକ୍ଷର ଚତୁର୍ଥ ଦିବସ - ଚନ୍ଦ୍ରର ଚତୁର୍ଥ କଳାର ହ୍ରାସ ବା ବୃଦ୍ଧିଜନିତ [[ତିଥି]] ୤ [[ତୃତୀୟା]]ର ପରବର୍ତ୍ତୀ ଓ [[ପଞ୍ଚମୀ]]ର ପୂର୍ବବର୍ତ୍ତୀ ତିଥି୤ କୃଷ୍ଣ ପକ୍ଷର ଚତୁର୍ଥୀକୁ କୃଷ୍ଣା ଚତୁର୍ଥୀ ଓ ଶୁକ୍ଳ ପକ୍ଷର ଚତୁର୍ଥୀକୁ ଶୁକ୍ଳା ଚତୁର୍ଥୀ କୁହାଯାଇଥାଏ ୤
 
* [[ଭାଦ୍ରବ]] ଶୁକ୍ଳ ଚତୁର୍ଥୀ – ଗଣେଶ ପୂଜା ୤
* [[ମାଘ]] ଶୁକ୍ଳ ଚତୁର୍ଥୀ – ଗୌରୀ ପୂଜା ୤
 
 
{{ପକ୍ଷ}}
"https://or.wikipedia.org/wiki/ଚତୁର୍ଥୀ"ରୁ ଅଣାଯାଇଅଛି