"ଭାଦ୍ରବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନୂତନ: ଭାଦ୍ରବ ମାସ
(କିଛି ବଦଳିନାହିଁ)

୧୪:୪୪, ୧ ସେପ୍ଟେମ୍ବର ୨୦୧୧ ଅନୁସାରେ କରାଯାଇଥିବା ବଦଳ

ଭାଦ୍ରବ

ଭାଦ୍ରପଦ ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ 'ଭାଦ୍ରବ' ବା 'ଭୋଦୁଅ' ମାସ କୁହାଯାଏ ୤ ଏହା ଶ୍ରାବଣର ପରବର୍ତ୍ତୀ ଓ ଆଶ୍ବିନର ପୂର୍ବବର୍ତ୍ତୀ ମାସ୤ ଭାଦ୍ରବ ଶରତ ଋତୁର ପ୍ରଥମ ମାସ ୤