"ଷଷ୍ଠୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନୂତନ: ଷଷ୍ଠୀ
 
ଟିକେNo edit summary
୧ କ ଧାଡ଼ି:
==ଷଷ୍ଠୀ==
'ଷଷ୍ଠୀ' ଚନ୍ଦ୍ରପକ୍ଷର ଷଷ୍ଠ ଦିବସ - ଚନ୍ଦ୍ରର ଷଷ୍ଠ କଳାର ହ୍ରାସ ବା ବୃଦ୍ଧିଜନିତ [[ତିଥି]] ୤ [[ପଞ୍ଚମୀ]]ର ପରବର୍ତ୍ତୀ ଓ [[ସପ୍ତମୀ]]ର ପୂର୍ବବର୍ତ୍ତୀ ତିଥି୤ କୃଷ୍ଣପକ୍ଷର ଷଷ୍ଠୀକୁ କୃଷ୍ଣା ଷଷ୍ଠୀ ଓ ଶୁକ୍ଳପକ୍ଷର ଷଷ୍ଠୀକୁ ଶୁକ୍ଳା ଷଷ୍ଠୀ କୁହାଯାଇଥାଏ ୤
 
* ବୈଶାଖ ଶୁକ୍ଳ ଷଷ୍ଠୀ: ଚାନ୍ଦନୀ ଷଷ୍ଠୀ ୤
* ଜ୍ୟେଷ୍ଠ ଶୁକ୍ଳ ଷଷ୍ଠୀ: ଶୀତଳ ଷଷ୍ଠୀ/ ଆରଣ୍ୟ ଷଷ୍ଠୀ- ଶିବପାର୍ବତୀଙ୍କ ବିବାହ ଉତ୍ସବ ୤
"https://or.wikipedia.org/wiki/ଷଷ୍ଠୀ"ରୁ ଅଣାଯାଇଅଛି