"ତିଥି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧ କ ଧାଡ଼ି:
ଚନ୍ଦ୍ର ପୃଥିବୀର ଚାରି ପାଖେ ଥରେ ବୁଲି ଆସିଲେ ଗୋଟିଏ ତିଥି ହୁଏ ୤ ଏହିପରି ୧୫ ଥର ବୁଲିଲେ ଏକ ପକ୍ଷ ହୁଏ ୤ ଦୁଇ ପକ୍ଷରେ ଏକ [[ମାସ]] ହୁଏ ୤ ପୂଣ୍ଣମୀର[[ପୂର୍ଣ୍ଣିମା|ପୂଣ୍ଣମୀ]]ର ପରଦିନ କୃଷ୍ଣପକ୍ଷର ଆରମ୍ଭ ହୁଏ ୤ କୃଷ୍ଣପକ୍ଷର ପ୍ରଥମ ତିଥି [[ପ୍ରତିପଦ]], ତତ୍ବରେ ଯଥାକ୍ରମେ [[ଦ୍ବିତୀୟା]], [[ତୃତୀୟା]], [[ଚତୁର୍ଥୀ]], [[ପଞ୍ଚମୀ]], [[ଷଷ୍ଠୀ]], [[ସପ୍ତମୀ]], [[ଅଷ୍ଟମୀ]], [[ନବମୀ]], [[ଦଶମୀ]], [[ଏକାଦଶୀ]], [[ଦ୍ବାଦଶୀ]], [[ତ୍ରୟୋଦଶୀ]], [[ଚତୁର୍ଦ୍ଦଶୀ]][[ଅମାବାସ୍ୟା]] ଏପରି ୧୫ ତିଥିରେ କୃଷ୍ଣପକ୍ଷ ଅମାବାସ୍ୟା ଦିନ ଶେଷ ହୁଏ ୤ ଅମାବାସ୍ୟାର[[ଅମାବାସ୍ୟା]]ର ପରଦିନ ଶୁକ୍ଳପକ୍ଷ ଆରମ୍ଭ ହୁଏ – ଶୁକ୍ଳପକ୍ଷର ପ୍ରଥମ ତିଥି [[ପ୍ରତିପଦ]], ତତ୍ବରେ ଯଥାକ୍ରମେ [[ଦ୍ବିତୀୟା]], [[ତୃତୀୟା]], [[ଚତୁର୍ଥୀ]], [[ପଞ୍ଚମୀ]], [[ଷଷ୍ଠୀ]], [[ସପ୍ତମୀ]], [[ଅଷ୍ଟମୀ]], [[ନବମୀ]], [[ଦଶମୀ]], [[ଏକାଦଶୀ]], [[ଦ୍ବାଦଶୀ]], [[ତ୍ରୟୋଦଶୀ]], [[ଚତୁର୍ଦ୍ଦଶୀ]] ଆଦି ୧୫ ତିଥିରେ ଶୁକ୍ଳପକ୍ଷ [[ପୂର୍ଣ୍ଣିମା|ପୂର୍ଣ୍ଣମୀ]] ଦିନ ଶେଷ ହୁଏ ୤ ଚନ୍ଦ୍ର ପୃଥିବୀକୁ ଥରେ ବୁଲି ଆସିଲାବେଳକୁ ଏକଦିନ ବା ୨୪ ଘଣ୍ଟା ପୁରି ନଥାଏ; ଏଥିପାଇଁ ଏକଦିନରେ ଏକତିଥିରୁ ଅଧିକା କେତେ ସମୟ ପଡ଼େ ୤
 
ଜ୍ୟୋତିଷଶାସ୍ତ୍ରରେ ତିଥିମାନଙ୍କୁ ନାନା ଶ୍ରେଣୀରେ ବିଭକ୍ତ କରାଯାଇ ଅଛି; ଯଥା:
 
# କୃଷ୍ଣାତିଥି- କୃଷ୍ଣପକ୍ଷର ପ୍ରତିପଦଠାରୁ[[ପ୍ରତିପଦ]]ଠାରୁ [[ଅମାବାସ୍ୟା]] ପର୍ଯ୍ୟନ୍ତ ତିଥି;
# ଶୁକ୍ଳାତିଥି- ଶୁକ୍ଳ ପ୍ରତିପଦଠାରୁ[[ପ୍ରତିପଦ]]ଠାରୁ [[ପୂର୍ଣ୍ଣିମା]] ତିଥି;
# ନନ୍ଦା ତିଥି- [[ପ୍ରତିପଦ]], [[ଷଷ୍ଠୀ]][[ଏକାଦଶୀ]];
# ଭଦ୍ରାତିଥି- [[ଦ୍ବିତୀୟା]], [[ସପ୍ତମୀ]][[ଦ୍ବାଦଶୀ]];
# ଜୟା ତିଥି – [[ତୃତୀୟା]], [[ଅଷ୍ଟମୀ ଓ ତ୍ରୟୋଦଶୀ]];
# ରିକ୍ତା ତିଥି- [[ଚତୁର୍ଥୀ]], [[ନବମୀ]][[ଚତୁର୍ଦ୍ଦଶୀ]];
# ପୂର୍ଣ୍ଣାତିଥି- [[ପଞ୍ଚମୀ]], [[ଦଶମୀ]], [[ଅମାବାସ୍ୟା]][[ପୂର୍ଣ୍ଣିମା]];
# ଐହସ୍ପର୍ଶତିଥି- ଏକାଦିନରେ ତିନିଗୋଟି ତିଥି ପଡ଼ିଥିବା ଦିବସ ୤
 
୩୩ କ ଧାଡ଼ି:
# ପୂର୍ଣ୍ଣାମୃତା- ଜଳ ଓ ଓଷଧିଗଣ ୤
 
 
{{ପକ୍ଷ}}
 
[[ବିଭାଗ:ଧର୍ମ]]
"https://or.wikipedia.org/wiki/ତିଥି"ରୁ ଅଣାଯାଇଅଛି