"କଳିଙ୍ଗ (ମହାଭାରତ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{about|the kingdom of Kalinga in Indian epic literature|the historical kingdom|କଳିଙ୍ଗ, ଭାରତ}} '''କଳ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧ କ ଧାଡ଼ି:
{{about|theଭାର୍ତୀୟ kingdomପୁରାଣ ofବର୍ଣ୍ଣିତ Kalingaଐତିହାସିକ inକଳିଙ୍ଗ Indian epic literatureସାମ୍ରାଜ୍ୟ|the historical kingdom|କଳିଙ୍ଗ, ଭାରତ}}
'''କଳିଙ୍ଗ''' [[ଭାରତ]]ର [[ଓଡ଼ିଶା]]ର ଉପକୂଳ ଭାଗ ଓ [[ଆନ୍ଧ୍ରା ପ୍ରଦେଶ]]ର [[ଆନ୍ଧ୍ରା]] ଭାଗକୁ ନେଇ ଗଠିତ ଏକ ପୁରାତନ ସାମ୍ରାଜ୍ୟ । [[ମହାଭାରତ]]ର [[କୁରୁ ବଂଶ|କୁରୁ]] ରାଜଜେମା ଓ [[ଦୁର୍ଯ୍ୟୋଧନ]]ଙ୍କ ପତ୍ନୀ କଳିଙ୍ଗରୁ ଥିଲେ ବୋଲି ଏଥିରେ ବର୍ଣ୍ଣିତ । ଏଥି ସକାଶେ କଳିଙ୍ଗର ଅଧିବାସୀ କୁରୁକ୍ଷେତ୍ର ଯୁଦ୍ଧରେ କୌରବଙ୍କ ପକ୍ଷରେ ଲଢ଼ାଇ କରିଥିଲେ । ପାଞ୍ଚଟି ପୂର୍ବଭାଗଆର ସାମ୍ରାଜ୍ୟ ଯଥା: [[ଅଙ୍ଗ ସାମ୍ରାଜ୍ୟ|ଅଙ୍ଗ]] (ମଝି, କେନ୍ଦ୍ରଭାଗର [[ବିହାର (ରାଜ୍ୟ)|ବିହାର]]), [[ବଙ୍ଗ ସାମ୍ରାଜ୍ୟ|ବଙ୍ଗ]] (ପଶ୍ଚିମ [[ପଶ୍ଚିମ ବଙ୍ଗ|ବଙ୍ଗ]], [[ବଙ୍ଗଳାଦେଶ]]), କଳିଙ୍ଗ ( [[ଓଡ଼ିଶା]]ର ସାଗର ଉପକୂଳ ନିକଟସ୍ଥ ଭାଗ), [[ପୁଣ୍ଡ୍ର ସାମ୍ରାଜ୍ୟ|ପୁଣ୍ଡ୍ର]] (ପଶ୍ଚିମ [[ବଙ୍ଗଳାଦେଶ]] ଓ [[ପଛିମ ବଙ୍ଗ]]), [[ସୁହମା ସାମ୍ରାଜ୍ୟ| ସୁହମା]] (ଉତ୍ତର-ପଶ୍ଚିମ [[ବଙ୍ଗଳାଦେଶ]] ଓ [[ପଶ୍ଚିମ ବଙ୍ଗ]]) ବାବଦରେ ଏଥିରେ ବର୍ଣ୍ଣନା କରାଯାଇଅଛି । ଏଥିରେ କଳିଙ୍ଗର ଦୁଇଗୋଟି ରାଜଧାନୀ [[ଦନ୍ତପୁର]] ଓ [[ରାଜପୁର]] କଥା ବର୍ଣ୍ଣିତ । କଳିଙ୍ଗର ଅନେକ ରାଜଗାନ ସେତେବେଳ ଶାସନ କରୁଥିଲେ ।
'''ଦନ୍ତପୁର''' ଆଜିର [[ପୁରୀ]] ସହର ନାମରେ ପରିଚିତ ଯାହା ପୁରାଣରେ ସହଦେବଙ୍କ ଦେଇ ଅଧିକାର କରାଯାଇଥିଲା ବୋଲି ବର୍ଣ୍ଣିତ । (୫,୨୩)
୯ କ ଧାଡ଼ି:
== ଆଧାର==
*[[କୃଷ୍ଣ ଦ୍ଵାପାଯନ ବ୍ୟାସ]]ଙ୍କ [[ମହାଭାରତ]]
 
[[ବିଭାଗ:ଓଡ଼ିଶା ଇତିହାସ]]
[[Category:ପୁରାତନ ଭାରତୀୟ ସାମ୍ରାଜ୍ୟ ସମୂହ]]<!--Ancient Indian kingdoms]]-->
[[Category:ବିନ୍ଧ୍ୟ ପର୍ବତମାଳାର ଦକ୍ଷିନରେ ଥିବା ସମ୍ରାଜ୍ୟ ସମୂହ]]<!--Kingdoms south to the Vindhya ranges]]-->