"ତାଳସାରି ବେଳାଭୂମି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୩୦ କ ଧାଡ଼ି:
 
==ବିଶେଷତା==
ଏହି ଜାଗା ଘନ ଧାନ କ୍ଷେତରେ ଭରା, ଅନେକ ନଦୀ, ପାହାଡ଼ ଆଦି ଏହାକୁ ଲାଗି ରହିଛି । ଏଠାରେ ତାଳ, ନଡ଼ିଆ ଓ ଗୁଆ ଗଛ ମଧ୍ୟ ରହିଛି । ଉଦୟପୁର ଏହି ଭାଗର ଶେଷ ବେଳାଭୂମି । ଏଠାକାର ସୁବର୍ଣ୍ଣ ଦ୍ଵୀପରେ ଝାଉଁ ବଣରୁ ମନୋହରୀ ସାଇଁ ସାଇଁ ଶବ୍ଦ ଶୁଣିବାକୁ ମିଳିଥାଏ ।<ref>[http://baleswar.nic.in/beaches.htm Beaches: Talasari beach]. [http://baleswar.nic.in ''Baleswar official portal'']]</ref>
{{clear}}