"ରତ୍ନଗିରି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
No edit summary
୬୩ କ ଧାଡ଼ି:
 
==ଇତିହାସ==
୬ଷ୍ଠ ଶତାବ୍ଦୀର ପ୍ରଥମ ଭାଗରେ [[ଗୁପ୍ତ ସମ,ରାଜ୍ୟ|ଗୁପ୍ତ]] ନରପତି ନରସିଂହ ବଳାଦିତ୍ୟଙ୍କର ଶାସନ କାଳରେ ରତ୍ନଗିରି ପ୍ରତିଷ୍ଠା ହୋଇ ୧୨ଶ ଶତାବ୍ଦୀ ଯାଏଁ ଚରମ ଉନ୍ନତିର ପୁରୋଭାଗରେ ପହଞ୍ଚିଥିଲା । ତିବତର ଇତିହାସର ପାଗ ସାମ ଜନ ଜାଙ୍ଗ ଅନୁସାରେ ରତ୍ନଗିରି ୧୦ମ ଶତକର [[କଳଚକ୍ରତନ୍ତ୍ରକାଳଚକ୍ରତନ୍ତ୍ର]]ର ଉନ୍ନତିର ଏକ ପ୍ରଧାନ ଭାଗ ଥିଲା ଯାହା ସେକାଳରେ ଅନେକ ଗୁଡ଼ିଏ [[ସ୍ତୂପ]], ଧାତବ ଅନୁଶାସନ <!—plaques--plaques--> ଓ ଅନ୍ୟାନ୍ୟ [[କାଳଚକ୍ର]]ର ସଂକେତ ଥିବା କୀର୍ତ୍ତିରାଜିର ଆବିଷ୍କାର ହୋଇଥିବାର ପ୍ରମାଣ ଦେଇଥାଏ ।<ref>Also see [http://asi.nic.in/asi_exca_imp_orissa.asp].</ref>
 
==ଗଠନ ଶୈଳୀ==
"https://or.wikipedia.org/wiki/ରତ୍ନଗିରି"ରୁ ଅଣାଯାଇଅଛି