"ରତ୍ନଗିରି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{For|the port city in Maharashtra|Ratnagiri}} {{Infobox religious building | building_name = Ratnagiri <br> &#2864..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧ କ ଧାଡ଼ି:
''[[ମହାରାଷ୍ଟ୍ର]]ର ବନ୍ଦର ନିକଟରେ ଥିବା ସହର ପାଇଁ [[ରତ୍ନଗିରି (ମହାରାଷ୍ଟ୍ର)]] ଦେଖନ୍ତୁ ।''
{{For|the port city in Maharashtra|Ratnagiri}}
 
{{Infobox religious building
| building_name = Ratnagiri <br> &#2864;&#2852;&#2893;&#2856;&#2839;&#2879;&#2864;&#2879; ରତ୍ନଗିରି
| infobox_width = 200
| image = Ratnagiri.JPG
Line ୮ ⟶ ୭:
| alt =
| caption = Ratnagiri
| map_type = Indiaଓଡ଼ିଶା
| map_size = 200
| location = {{flag|Indiaଭାରତ}}
| latitude = 20.6333
| longitude = 86.3333
| religious_affiliation = [[Buddhismବୌଦ୍ଧ ବାଦ]]
| rite =
| region =
| state = [[Orissaଓଡ଼ିଶା]]
| province =
| territory =
| prefecture =
| sector =
| district =[[ଯାଜପୁର ଜିଲ୍ଲା|ଯାଜପୁର]]
| cercle =
| municipality =
| consecration_year =
| status =
| functional_status = Preservedସଂରକ୍ଷିତ
| heritage_designation =
| leadership =
Line ୬୫ ⟶ ୬୪:
==ଇତିହାସ==
୬ଷ୍ଠ ଶତାବ୍ଦୀର ପ୍ରଥମ ଭାଗରେ [[ଗୁପ୍ତ ସମ,ରାଜ୍ୟ|ଗୁପ୍ତ]] ନରପତି ନରସିଂହ ବଳାଦିତ୍ୟଙ୍କର ଶାସନ କାଳରେ ରତ୍ନଗିରି ପ୍ରତିଷ୍ଠା ହୋଇ ୧୨ଶ ଶତାବ୍ଦୀ ଯାଏଁ ଚରମ ଉନ୍ନତିର ପୁରୋଭାଗରେ ପହଞ୍ଚିଥିଲା । ତିବତର ଇତିହାସର ପାଗ ସାମ ଜନ ଜାଙ୍ଗ ଅନୁସାରେ ରତ୍ନଗିରି ୧୦ମ ଶତକର [[କଳଚକ୍ରତନ୍ତ୍ର]]ର ଉନ୍ନତିର ଏକ ପ୍ରଧାନ ଭାଗ ଥିଲା ଯାହା ସେକାଳରେ ଅନେକ ଗୁଡ଼ିଏ [[ସ୍ତୂପ]], ଧାତବ ଅନୁଶାସନ <!—plaques--> ଓ ଅନ୍ୟାନ୍ୟ [[କାଳଚକ୍ର]]ର ସଂକେତ ଥିବା କୀର୍ତ୍ତିରାଜିର ଆବିଷ୍କାର ହୋଇଥିବାର ପ୍ରମାଣ ଦେଇଥାଏ ।<ref>Also see [http://asi.nic.in/asi_exca_imp_orissa.asp].</ref>
 
==ଗଠନ ଶୈଳୀ==
ସନ ୧୯୫୮ ଓ ୧୯୬୧ରେ ଏକ ବଡ ଧରଣର ଖନନ କରାଯାଇଥିଲା <ref> ଏହି ଖନନର ଫଳାଫଳ [[Archaeological Survey of India|ଏ.ଏସ.ଆଇ.]]ଙ୍କ ଦ୍ଵାରା ପ୍ରକାଶ କରାଯାଇଥିଲା । ମିତ୍ର (୧୯୮୧ ଓ ୧୯୮୩)</ref>, ଯାହାର ଫଳାଫଳ ଅନେକ ଅଜଣା ତଥ୍ୟକୁ ଆଗକୁ ଆଣିଥିଲା । ୯ମ ଶତବ୍ଦୀରେ ମୁଖ୍ୟ ସ୍ତୁପଟି ଆଗରୁ ଥିବା ଭୂମି ଉପରେ ତିଆରି କରାଯାଇଥିଲା , ଯାହା [[Gupta Empire|ଗୁପ୍ତ ଯୁଗ]]ର ଥିଲା । '''ସିରି ରତ୍ନଗିରି ମହାବିହାରିଅ ଆର୍ଯ୍ୟବିକସୁ ସଙ୍ଘସ୍ସ''' ନାଆଁରେ ଥିବା ସେତେବେଲର ମୁଦ୍ରା ଏହାକୁ ଚିହ୍ନିବାରେ ସାହାଯ୍ୟ କରିଥାଏ ।
 
ଅଧୁନା ସେଠାରେ ଏକ ମୂର୍ତ୍ତିସମୁହ [[ତାରା (ବୌଦ୍ଧ)|ତାରା]], [[ଅବଲୋକିତେଶ୍ଵର]], [[ଅପରାଜିତା]] ଓ [[ହରିତି]] ଆଦି ପୁରାତନ ଗୁପ୍ତ ଶୈଳୀର ଗୁମ୍ଫାରେ ଦେଖିବାକୁ ମିଳନ୍ତି ।
 
==ପ୍ରତ୍ନତାତ୍ତ୍ଵିକ ବିଶେଷତା==
Line ୮୭ ⟶ ୯୧:
{{Buddhism topics}}
 
[[Categoryବିଭାଗ:ଓଡ଼ିଶା ଇତିହାସ]]<!--History of Orissa]]-->
[[Category:୬ଷ୍ଠ ଶତାବ୍ଦୀର ନିର୍ମାଣ]]<!--6th-century establishments]]-->
[[Category:ବୌଦ୍ଧ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟ]]<!--Buddhist universities and colleges]]-->
Line ୯୫ ⟶ ୯୯:
[[Category:ବୌଦ୍ଧ ସ୍ଥଳ]]<!--Buddhist pilgrimages]]-->
[[Category:ଓଡ଼ିଶାର ପ୍ରତ୍ନତାତ୍ତ୍ଵିକ ସ୍ଥଳୀ]]<!--Archaeological sites in Orissa]]-->
[[Category:ଯାଜପୁର ଜିଲ୍ଲାର ପର୍ଯ୍ୟଟନ]]
"https://or.wikipedia.org/wiki/ରତ୍ନଗିରି"ରୁ ଅଣାଯାଇଅଛି