"ବାଘା ଯତୀନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization; cosmetic changes
No edit summary
୨ କ ଧାଡ଼ି:
|name = ଯତୀନ୍ଦ୍ରନାଥ ମୁଖାର୍ଜୀ
|birth_date = {{birth date|1879|12|07|df=yes}}
|birth_place = [[ପଶ୍ଚିମଚଷାଖଣ୍ଡ]], ବଙ୍ଗଳା[[ବାଲେଶ୍ଵର]], [[ଓଡ଼ିଶା]]
|death_date = {{Death date and age|1915|09|10|1879|12|08|df=yes}}
|death_place = [[ବାଲେଶ୍ଵର]], [[ଓଡ଼ିଶା]]
୧୮ କ ଧାଡ଼ି:
|footnotes =
}}
'''ବାଘା ଯତୀନ (ଯତୀନ୍ଦ୍ରନାଥ ମୁଖପାଧ୍ୟାୟ)''' (୭ ଡିସେମ୍ବର ୧୮୭୯-୧୦ ସେପ୍ଟେମ୍ବର ୧୯୧୫) ଜଣେ ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ଥିଲେ । ସେ ଫିରିଙ୍ଗି ମାନଙ୍କ ବିରୋଧରେ ଲଢ଼ାଇ କରି ଦେଶ ପାଇଁ ପ୍ରାଣବଳି ଦେଇଥିଲେ । ବାଲେଶ୍ଵର-ହଲଦିପଦା ରାସ୍ତାରେ ଥିବା ଚଷାଖଣ୍ଡ ଗାଁରେ ତାଙ୍କର ଜନ୍ମ ହୋଇଥିଲା । ଏଠାରେ ତାଙ୍କ ସ୍ମୃତିରେ ସ୍ମାରକୀ ନିର୍ମିତ । ସବୁ ବର୍ଷ ସେପ୍ଟେମ୍ବର ୧୦ ତାରିଖରେ ଏଠାକାର ଲୋକମାନେ ତାଙ୍କର ସ୍ମାରକୀ ପାଳନ କରିଥାନ୍ତି । <ref name=PradiptaDas>ପ୍ରଦୀପ୍ତ ଦାସ. ବାଲେଶ୍ଵର ଜିଲ୍ଲାର ଦର୍ଶନୀୟ ସ୍ଥାନ. ଉନ୍ନୟନୀ (୨୦୦୬) ପୃ. ୭୭-୭୮</ref>
 
ସେ "ଯୁଗାନ୍ତର" ଆନ୍ଦୋଳନର ମୁଖିଆ ଥିଲେ । ପଶ୍ଚିମ ବଙ୍ଗଳାରେ ଜନ୍ମିତ ବାଘାଯତୀନ [[ଓଡ଼ିଶା]]ରେ ଅନେକ କାଳ ଅତିବାହିତ କରିବା ଅନ୍ତେ ବ୍ରିଟିଶ ହାତରେ ଧରାପଡ଼ି [[ବାଲେଶ୍ଵର]] ଠାରେ ମୃତ୍ୟୁଦଣ୍ଡ ବରଣ କରିଥିଲେ ।
 
==ଆଧାର==
{{reflist}}
 
==ବାହାର ଲିଙ୍କ==
Line ୪୧ ⟶ ୪୪:
 
[[ବିଭାଗ:୧୮୭୯ ଜନ୍ମ]]
[[ବିଭାଗ:୧୯୧୫ ମୃତ୍ୟୁ]]
[[ବିଭାଗ:ସ୍ଵାଧୀନତା ସଂଗ୍ରାମୀ]]
[[ବିଭାଗ:ବାଲେଶ୍ଵର ଜିଲ୍ଲାର ଲୋକ]]
[[ବିଭାଗ:ଓଡ଼ିଶାର ଲୋକ]]
 
[[bn:বাঘা যতীন]]