"କଳିଙ୍ଗ, ଭାରତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
No edit summary
୧ କ ଧାଡ଼ି:
[[ଫାଇଲ:Ancient_Kalinga_location.svg|ପୁରାତନ କଳିଙ୍ଗ ସାମ୍ରାଜ୍ୟ]]
[[ଫାଇଲ:Kalinga_sea_routes.svg|thumb|କଳିଙ୍ଗ ସାମ୍ରାଜ୍ୟର ବେପାର ବଣିଜର ସମୁଦ୍ର ପଥ]]
'''କଳିଙ୍ଗ''' [[ଭାରତୀୟ ଉପମହାଦେଶ]]ର ମଧ୍ୟ-ପୂର୍ବ ଭାଗରେ ଏକ ପୁରାତନ ସାମ୍ରାଜ୍ୟ ଥିଲା ଯାହା ଏବେକାର [[ଓଡ଼ିଶା]], [[ଆନ୍ଧ୍ର ପ୍ରଦେଶ]]ର ସୀମାନ୍ତ [[ଆନ୍ଧ୍ରା]]ରେ ବ୍ୟାପିଥିଲା । <ref name="India 1946">An Advanced History of India. By R.C. Majumdar, H.C. Raychaudhuri, and Kaukinkar Datta. 1946. London: Macmillan</ref> ଧନଧାନ୍ୟରେ ପରିପୂର୍ଣ୍ଣ ଓ ଶସ୍ୟଶ୍ୟାମଳା ଏହି ସାମ୍ରାଜ୍ୟ [[ଗଙ୍ଗା ନଦୀ|ଗଙ୍ଗା]] (ଦାମୋଦର)ରୁ [[ଗୋଦାବରୀ]] ଯାଏଁ ଓ [[ବଙ୍ଗୋପ ସାଗର]]ରୁ ପଶ୍ଚିମରେ ଅମରକଣ୍ଟକ ପର୍ବତମାଳା ଯାଏଁ ବ୍ୟାପି ଥିଲା ।<ref name="India 1946"/> ଖ୍ରୀ.ପୂ. ପାଖାପାଖି [[ଖ୍ରୀ.ପୂ. ୨୬୫|୨୬୫]]<ref>Asoka and the Decline of the Mauryas, 1961 (revision 1998); Oxford University Press</ref>ରେ [[ମୌର୍ଯ୍ୟ]] ସମ୍ରାଟ [[ଅଶୋକ]]ଙ୍କ ସେନାନୀ ବିରୋଧରେ [[ଖାରବେଳ]]ଙ୍କ ସେନା ଏହିଠାରେ [[କଳିଙ୍ଗ ଯୁଦ୍ଧ]] ଲଢ଼ିଥିଲେ ।
[[ଫାଇଲ:Kalinga.GIF|right|thumb|200px|ଖ୍ରୀ.ପୂ. ୨୬୫ରେ କଳିଙ୍ଗ]]

==ଖାରବେଳଙ୍କ ଉତଥାନ==
 
[[ଖାରବେଳ]] କଳିଙ୍ଗର ଜଣେ ବୀର ଯୋଦ୍ଧା-ରାଜା ଥିଲେ ।<ref>Agrawal, Sadananda (2000): Śrī Khāravela, Sri Digambar Jain Samaj, Cuttack, Orissa</ref> ସେ ମଧ୍ୟ [[ଭାରତୀୟ ଉପମହାଦେଶ]]ରେ [[ଜୈନ ଧର୍ମ]]ର ଅଭ୍ୟୁତ୍ଥାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, କିନ୍ତୁ ତାହାଙ୍କୁ ଭାରତ ଇତିହାସରେ ସେତେ ଗୁରୁତ୍ଵ ଦିଆଯାଇନାହିଁ । [[ଭୁବନେଶ୍ଵର]]ର [[ହାତୀଗୁମ୍ଫା ଶିଳାଲେଖ]] ଅନୁସାରେ ସେ [[ମଗଧ]]ର [[ରାଜଗିର|ରାଜଗୃହ]] ଆକ୍ରମଣ କରିଥିଲେ ଯାହା [[ଇଣ୍ଡୋ-ଗ୍ରୀକ]] ରାଜା [[Demetrius I of Bactria|ଦେମେଟ୍ରିଅସ]]ଙ୍କୁ [[ମଥୁରା, ଉତ୍ତର ପ୍ରଦେଶ|ମଥୁରା]] ଫେରିଯିବାକୁ ବାଧ୍ୟ କରିଥିଲା ।<ref>Shashi Kant (2000): The Hathigumpha Inscription of Kharavela and the Bhabru Edict of Ashoka, D K Printworld Pvt. Ltd.</ref> କିନ୍ତୁ ଶିଳାଲେଖ ସେ ମଗଧକୁ କଳିଙ୍ଗ ସହ ମିଶାଇ ଦେଇଥିଲେ ବୋଲି ବୁଝାଇ ନଥାଏ , ବରଂ ଏହା ତାଙ୍କର ଶୁଙ୍ଗ ଶାସକ ପୁଷ୍ୟମିତ୍ର ଓ ଅଗ୍ନିମିତ୍ରଙ୍କ ସହ ଭଲ ବୁଝାମଣାକୁ ବୁଝାଇଥାଏ ଯାହା ମୌର୍ଯ୍ୟ ସାମ୍ରାଜ୍ୟର ମୂଳ ନାସ କରିବାରେ ସାହାଯ୍ୟ କରିଥିଲା ।
 
==Notesଟୀକା==
<references/>
 
==ଆହୁରି ଦେଖନ୍ତୁ==
==See also==
{{commonscat}}
* [[କଳିଙ୍ଗ ଯୁଦ୍ଧ]]