"ନବୀନ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ ସଂଶୋଧନ (via JWB)
No edit summary
ଟ୍ୟାଗସବୁ: Reverted ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି:
'''ନବୀନ ପଟ୍ଟନାୟକ''' (୧୬ ଅକ୍ଟୋବର ୧୯୪୬) [[ଓଡ଼ିଶା]]ର ମୁଖ୍ୟମନ୍ତ୍ରୀ ଓ [[ବିଜୁ ଜନତା ଦଳ]]ର ମୁଖ୍ୟ । ସେ କ୍ରମାଗତ ଭାବେ ପଞ୍ଚମ ଥର ନିର୍ବାଚିତ ହୋଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଉଛନ୍ତି {{ଛୋଟ|naveen_Patnaik}}।<ref>{{Cite web|url=https://timesofindia.indiatimes.com/videos/news/naveen-patnaik-takes-oath-as-cm-of-odisha-for-5th-consecutive-term/videoshow/69553746.cms|title=Naveen Patnaik takes oath as CM of Odisha for 5th consecutive term {{!}} News - Times of India Videos|website=The Times of India|language=en|access-date=2019-05-30}}</ref>
{{ଛୋଟ|naveen_Patnaik}}
{{Infobox_Indian_politician
| name = ନବୀନ ପଟ୍ଟନାୟକ
| image = Naveen Patnaik during AAC 2017.jpg
|caption = ନବୀନ ପଟ୍ଟନାୟକ ଏସୀୟ ଆଥଲେଟିକ୍ସ ଚ୍ୟାମ୍ପିୟନସିପ ୨୦୧୭ ଅବସରରେ
| birth_date = {{birth date and age|df=yes|1946|10|16}}
| birth_place = [[କଟକ]], [[ଓଡ଼ିଶା]], [[ଭାରତ]]
| residence =
| death_date = <!--{{death date and age|df=yes|2075|2|23|1946|10|16}}-->
| death_place =
| constituency = [[ହିଞ୍ଜିଳି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ହିଞ୍ଜିଳି]]<ref>{{cite web |url= http://indiatoday.intoday.in/story/Naveen+Patnaik+wins+from+Hinjili+in+Orissa/1/42348.html |title=Naveen Patnaik wins from Hinjili in Orissa : Orissa, News - India Today |first= |last=|work=indiatoday.intoday.in |year=2009 |quote=Naveen Patnaik has won from the Hinjili Assembly constituency |accessdate=30 December 2012}}</ref>
| occupation = ରାଜନୀତି
| profession =
|nationality = [[ଭାରତ]]
| party = [[ବିଜୁ ଜନତା ଦଳ]]
| spouse =
| children =
| order = [[ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନଙ୍କର ତାଲିକା|ମୁଖ୍ୟମନ୍ତ୍ରୀ, ଓଡ଼ିଶା]]
| office = <!--ମୁଖ୍ୟମନ୍ତ୍ରୀ, ଓଡ଼ିଶା-->
| term_start1 = ୫ ମାର୍ଚ୍ଚ ୨୦୦୦
| term_end1 = ଏପର୍ଯ୍ୟନ୍ତ
| predecessor1 = [[ହେମାନନ୍ଦ ବିଶ୍ୱାଳ]]
| successor1 =
| religion = [[ହିନ୍ଦୁ]]
| signature =
| Awards =
| website = {{official|naveenpatnaik.in}}<br />[http://orissa.gov.in/cmorissa/default.asp ଓଡ଼ିଶାର ମୁଖ୍ୟମନ୍ତ୍ରୀ]
| footnotes =
| date = 21 May |
| year = 2010 |
| source = http://orissa.gov.in/e-magazine/orissaannualreference/ORA-2004/pdf/biodata_CM_orissa.pdf
}}
 
'''ନବୀନ ପଟ୍ଟନାୟକ''' (୧୬ ଅକ୍ଟୋବର ୧୯୪୬) [[ଓଡ଼ିଶା]]ର ମୁଖ୍ୟମନ୍ତ୍ରୀ ଓ [[ବିଜୁ ଜନତା ଦଳ]]ର ମୁଖ୍ୟ । ସେ କ୍ରମାଗତ ଭାବେ ପଞ୍ଚମ ଥର ନିର୍ବାଚିତ ହୋଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଉଛନ୍ତି ।<ref>{{Cite web|url=https://timesofindia.indiatimes.com/videos/news/naveen-patnaik-takes-oath-as-cm-of-odisha-for-5th-consecutive-term/videoshow/69553746.cms|title=Naveen Patnaik takes oath as CM of Odisha for 5th consecutive term {{!}} News - Times of India Videos|website=The Times of India|language=en|access-date=2019-05-30}}</ref>
[[ଫାଇଲ:Opening_Ceremony_Hockey_World_Cup_2018_(68).jpg|thumb|[[୨୦୧୮ ପୁରୁଷ ହକି ବିଶ୍ୱକପ|୨୦୧୮ ପୁରୁଷ ହକି ବିଶ୍ୱକପ]] ଉଦଘାଟନ ସମାରୋହରେ ନବୀନ ]]
 
=== ଜୀବନ ===
ନବୀନ ପଟ୍ଟନାୟକ ପିତା [[ବିଜୁ ପଟ୍ଟନାୟକ]] ଓ ମାତା ଜ୍ଞାନ ପଟ୍ଟନାୟକଙ୍କ ସାନ ପୁଅ ଭାବରେ [[କଟକ]]ଠାରେ ଜନ୍ମ ନେଇଥିଲେ । ସେ [[ଡେରାଡୁନ]]ର ଉଏଲହାମ ସ୍କୁଲ ଓ ଡୁନ ସ୍କୁଲରେ ଶିକ୍ଷାଲାଭ କରିଥିଲେ । ତାହା ପରେ [[ଦିଲ୍ଲୀ]] ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କୀ ରୋକି ମଲ୍ଲ ମହାବିଦ୍ୟାଳୟରୁ କଳାରେ ସ୍ନାତକ ଡିଗ୍ରି ହାସଲ କରିଥିଲେ । ସେ ଜଣେ ଅବିବାହିତ ପୁରୁଷ । ସେ ବିଦ୍ୟାଳୟରେ ପଢୁଥିବାବେଳେ ଗୋଲରକ୍ଷକଭାବେ ହକି ଖେଳୁଥିଲେ ।<ref>http://www.samajalive.in/naveen-pattnaik-3-in-kbc/41816.html</ref> ନବୀନ ପଟ୍ଟନାୟକ ଯୁବକ ବେଳରେ ଥିଲେ ଜଣେ ଲେଖକ ଏବଂ ଯୁବା ଅବସ୍ଥା ସେ ଓଡ଼ିଶା ଓ ରାଜନୀତିଠାରୁ ଦୂରରେ ଥାଇ କଟାଇଥିଲେ କିନ୍ତୁ ତାଙ୍କ ପିତା ସ୍ୱର୍ଗତ ବିଜୁ ବାବୁଙ୍କ ଦେହାନ୍ତ ପରେ ସେ ୧୯୯୭ରେ ରାଜନୀତି ଭିତରକୁ ପ୍ରବେଶ କରିଥିଲେ । ଏହାର ୧ ବର୍ଷ ପରେ ସେ [[ବିଜୁ ଜନତା ଦଳ]]ର ସ୍ଥାପନ କରିଥିଲେ ।