"ନୃସିଂହନାଥ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଠିକ୍ ନାମ ଦେଲି
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେNo edit summary
୪୦ କ ଧାଡ଼ି:
==ପୌରାଣିକ==
<!--ଛଅ ଶହ ବର୍ଷ ପୂର୍ବେ ଜମୁନା କାନ୍ଦୁଣି ପୁସ୍ତକ ନୃସିଂହ ଚରିତ୍ରରେ କବିତାଟିଏ ରଚନା କରିଥିଲେ ଯେଉଁଥିରେ ସେ ମୂଷିକ ଦୈତ୍ୟର ଉପଦ୍ରବରୁ ରକ୍ଷା କରିବା ପାଇଁ ମାର୍ଜାର-କେଶରୀଙ୍କୁ ଅନୁରୋଧ କରିଥିଲେ। -->
କିମ୍ବଦନ୍ତୀ ଅନୁଯାୟୀ ଏହି ଅଞ୍ଚଳ ରେଅଞ୍ଚଳରେ ଏକଦା ଗୋଟିଏ ଶକ୍ତିଶାଳୀ ଅସୁର ଉପଦ୍ରବ କରୁଥିଲା । ବିଷ୍ଣୁ ତାକୁ ମାରିବାକୁ ବାହାରିବାରୁ ସେ ମୂଷା ରୂପ ଧରି ଗୋଟିଏ ଗାତ ଭିତରେ ପଶିଯାଇଥିଲା । ବିଷ୍ଣୁ ସଙ୍ଗେ ସଙ୍ଗେ ବିଡ଼ାଳ ରୂପ ଧାରଣ କରି ତାକୁ ଖାଇବା ପାଇଁ ସେଠାରେ ବସି ରହିଲେ । ମୂଷିକ ଦୈତ୍ୟ କିନ୍ତୁ ସେ ଗାତରୁ ବାହାରିଲା ନାହିଁ । କୁହାଯାଏ ଯେ ସେହି ଦିନଠାରୁ ମୂଷିକ ଦୈତ୍ୟର ଆତଙ୍କରୁ ଲୋକମାନଙ୍କୁ ରକ୍ଷା କରିବା ସହ ମୂଷିକ ଦୈତ୍ୟକୁ ସେଠାରେ ଜଗି ରହିଛନ୍ତି ।
 
==ପର୍ବପର୍ବାଣି==