"ଗଦାଧର ପୁଟୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଅଧିକ ତଥ୍ୟ ଓ ଆଧାର
୨୫ କ ଧାଡ଼ି:
| ethnicity = [[ଓଡ଼ିଆ ଲୋକ|ଓଡ଼ିଆ]]
| citizenship =
| education = [[ଫିଲ୍ମଭାରତୀୟ ଆଣ୍ଡଚଳଚ୍ଚିତ୍ର ଏବଂ ଟେଲିଭିଜନ ଇନଷ୍ଟିଚୁଟ ଅଫ ଇଣ୍ଡିଆ, ପୁନେସଂସ୍ଥା]]
| alma_mater =
| occupation =
୭୭ କ ଧାଡ଼ି:
}}
 
'''{{PAGENAME}}''' ଜଣେ ଜଣାଶୁଣା [[ଓଡ଼ିଆ ଲୋକ|ଓଡ଼ିଆ]] [[ଓଡ଼ିଆ ସିନେମା|ଚଳଚ୍ଚିତ୍ର]] ସମ୍ପାଦକ ଓ ନିର୍ଦ୍ଦେଶକ । ସେ [[ଓଡ଼ିଶା]]ର [[ମୟୂରଭଞ୍ଜ ଜିଲା]]ର [[ବାରିପଦା]]ଠାରେ ଜନ୍ମଗ୍ରହଣ କରିଥିଲେ ।
[[ଫାଇଲ:Gadadhar Puty Odia film director.jpg |thumb|{{PAGENAME}}]]
 
== ସଂକ୍ଷିପ୍ତ ଜୀବନୀ ==
=== କଥାଚିତ୍ର ଜୀବନ ===
ଗଦାଧର [[ଓଡ଼ିଶା]]ର [[ମୟୂରଭଞ୍ଜ ଜିଲା]]ର [[ବାରିପଦା]]ଠାରେ ଜନ୍ମଗ୍ରହଣ କରିଥିଲେ । [[ବାଙ୍ଗିରିପୋଷି]] ଓ [[ବାରିପଦା]]ରୁ ସେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ପିଲାଦିନରୁ ସେ ସିନେମା ପ୍ରତି ଆଗ୍ରହୀ ଥିଲେ । ସ୍କୁଲରେ ପଢ଼ିବା ସମୟରେ ଦେଖିଥିବା [[ସାଧନା (୧୯୬୪ର ଚଳଚ୍ଚିତ୍ର)|ସାଧନା]] ଓ [[ମଲାଜହ୍ନ]] ତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା । ୧୯୮୨ ମସିହାରେ ସେ [[ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥା]]ରୁ ଉଚ୍ଚଶିକ୍ଷା ସମାପ୍ତ କରିଥିଲେ । ସେ ଦୂରଦର୍ଶନ କେନ୍ଦ୍ରରେ ଚାକିରୀ କରୁଥିଲେ ।<ref>{{cite news |title=ପହିଲି ପୁଲକ |url=https://sambadepaper.com/imageview_23056_1215545_4_80_18-12-2022_11_i_1_sf.html |accessdate=19 December 2022 |issue=ରବିବାର ସମ୍ବାଦ ୧୮ ଡିସେମ୍ବର ୨୦୨୨ ପୃଷ୍ଠା ୧୧ |publisher=ଇଷ୍ଟର୍ଣ୍ଣ ମିଡ଼ିଆ |archiveurl=http://web.archive.org/web/20221219042913/https://sambadepaper.com/imageview_23056_1215545_4_80_18-12-2022_11_i_1_sf.html |archivedate=19 December 2022}}</ref>
 
=== କଥାଚିତ୍ର ଜୀବନ ===
{| class="wikitable sortable"
|-