Content deleted Content added
|
|
୧୫୦୯ ଖ୍ରୀଷ୍ଟାଦ୍ଦରେ ଶ୍ରୀ ଚୈତନ୍ୟଦେବ ସନ୍ନ୍ୟାସ ଗ୍ରହଣ କରି ଭକ୍ତି ସମେତ ଶ୍ରୀଜଗନ୍ନାଥ ଦେବଙ୍କ ଦର୍ଶନ ନିମନ୍ତେ ପୁରୀକୁ ଆଗମନ କରିଥିଲେ । ସେତେବେଳକୁ ଜଗନ୍ନାଥ ଦାସଙ୍କ ବୟସ ଉଣେଇଶ । ଶ୍ରୀଚୈତନ୍ୟ ଦେବ ବଡ଼ଦେଉଳରେ ପ୍ରବେଶ କରି ବଟ ମୂଳରେ ପ୍ରଥମେ ଏହାଙ୍କୁ ଭେଟିଥିଲେ । ଅଢ଼ାଇ ଦିନ ପର୍ଯ୍ୟନ୍ତ ଦୁହେଁ ଏକତ୍ର ବାସ କଲେ । ସେହି କାଳରେ ଅନ୍ୟ କାହା ସହିତ ସାକ୍ଷାତ ହେଉନଥିଲା ।
<!--
ଦିନେ ଦାସେ ଶ୍ରୀମଭାଗବତର ଦଶମ ସ୍କନ୍ଦସ୍କନ୍ଧ ବ୍ରହ୍ମସ୍ତୃତି ପାଠ କରୁଅଛନ୍ତି; ଏମନ୍ତ ସମୟରେ ଚୈତନ୍ୟ ଆସି ଉପସ୍ଥିତ ହେବାରୁ ତାଙ୍କର ଭାବାବେଶ ହାଲା ଅନନ୍ତର ସଂଜ୍ଞାଲାଭ କରି ସେ ଶ୍ରୀଚୈତନ୍ୟଙ୍କ ସଙ୍ଗରେ ମନ୍ଦିର ପ୍ରଦକ୍ଷଣ ଓ ଜଗନ୍ନାଥ ଦେବଙ୍କ ର୍ଶନ କଲେ ତତ୍ପରେ ସ୍ୱୀୟ ସହଚରବର୍ଗଙ୍କ ଆଡ଼କୁ ଚାହିଁ ଶ୍ରୀଚୈତନ୍ୟ କହିଲେ 'ବ୍ରହ୍ମ ସର୍ବଭୂତରେ ପରି ରହି ଅଛନ୍ତି ମୁଁ ଶ୍ରୀ ଜଗନ୍ନାଥ ଦେବଙ୍କୁ ୟେପରି ଭୟ ଓ ଭକ୍ତି କରେ ସର୍ବତ୍ର ମୋର ସେହି ଭାବ ବିଶେଷତଃ ଦାସଙ୍କ ବିଷୟରେ ମୁଁ ବେଶି ଭୀତ; କାହିଁକି ନାଁ, ଦାସେ ଜଗନ୍ନାଥଙ୍କ ସଙ୍ଗୀ, ଦାସଙ୍କ ପାଦପଦ୍ମ ମହାପ୍ରେମର ଆକର, ମୁଁ ତାହା ନିଷ୍କାମ ଭାବରେ ହୃଦଯରେ ଭାବୁଥିବି' ଏହା କହି ଚୈତନ୍ୟଦେବ ବାରମ୍ବାର ଦାସଙ୍କୁ ସମ୍ମାନ ଦେଖାଇଲେ ତାହା ଦେଖି ତକ୍ରତ୍ୟ ଅନ୍ୟାନ୍ୟ ବୈଷ୍ଣବମାନେ ମଧ୍ୟ ସମ୍ମାନ ଦେଖାଇ ନିଜ ନିଜ ବସାକୁ ଫେରି ଗଲେ ଏହିପରି ପ୍ରତିଦିନ ଶ୍ରୀଚୈତନ୍ୟ ଶ୍ରୀ ଜଗନ୍ନାଥ ଦେବଙ୍କୁ ଦର୍ଶନ କରିବାକୁ ଆସିବା ସମଯରେ କିଛିକ୍ଷଣ ବଟ ମୂଳରେ ବସି ଗୌଡ଼ାଯ ବୈଷ୍ଣବଗଣ ଅତ୍ୟନ୍ତ ଈର୍ଷାନ୍ୱିତ ହୋଇ କହିଲେ- "ଦେଖନ୍ତୁ, ଆପଣ ଜଣେ ଅନୁପଦିଷ୍ଟଙ୍କୁ ପ୍ରେମାଲିଙ୍ଗନ କରୁ ଅଛନ୍ତି ବୈଷ୍ଣବ ପକ୍ଷରେ ସାଂପ୍ରଦାଯକ ଲୋକଙ୍କଟାରୁ ଦୀକ୍ଷା ଗ୍ରହଣ କରି ନଥିବା ବ୍ୟକ୍ତିର ଅଙ୍ଗ ସ୍ପର୍ଶ କରିବା ଶାସ୍ତ୍ରନିଷିଦ୍ଧ" ଏହା ଶୁଣି ଶ୍ରୀଚୈତନ୍ୟ ଦେବ କହିଲେ, "ଏହା ଠିକ୍ କଥା ନୁହେଁ ବ୍ରାହ୍ମଣଙ୍କ ଅଙ୍ଗ ଭକ୍ତିମୟ ବ୍ରାହ୍ମଣଙ୍କ ଅଙ୍ଗରେ ଶ୍ରୀକୃଷ୍ଣଙ୍କ ବାସ ସୁତରାଂ ଶ୍ରୀକୃଷ୍ଣ ବ୍ରାହ୍ମଣଙ୍କ ମଧ୍ୟରେ ଭିନ୍ନାଭିନ୍ନ ବିଚାର କରିବା କଦାପି ଉଚିତ ନୁହେଁ" ବାସ୍ତବିକ ଦଯାମଯ ଭଗବାନ ଅହୈତୁକ ଦଯା ପ୍ରକାଶ କରି ଜୀବମାନଙ୍କୁ ନିଜ ଆଡ଼କୁ ଆକର୍ଷଣ କରିବା ପାଇଁ ସ୍ୱୟଂ ଶ୍ରୀଗୁରୁ ରୂପରେ ପ୍ରକାଶିତ ହୋଇ ସେମାନଙ୍କୁ ମହା ଅନୁଗ୍ରହ କରି ଥାଆନ୍ତି, ଏହା ଭାରତୀଯ ସାଧକ ଓ ଭକ୍ତବୃନ୍ଦ ଉତ୍ତମରୂପେ ବୁଝନ୍ତି, ଏବଂ ଆମ୍ଭମାନଙ୍କର ଦାସେ ମଧ୍ୟ ତାହା ଉତ୍ତମ ରୂପେ ଉପଲବ୍ଧି କରିଥିଲେ ତେଣୁ ସେ ନିଜକୃତ ଓଡ଼ିଆ ଭାଗବତରେ ଲେଖି ୟାଇ ଅଛନ୍ତି:<br/>
'ସର୍ବ ଶରୀର ମଧ୍ୟେ ସାର, ଦୁର୍ଲଭ ନର କଳେବର <br/>
ସୁଲଭ ନାବ ରୂପେ ଘଟେ, ବନ୍ଧନ ଭବ ସିନ୍ଧୁ ତଟେ<br/>
# ନାମ ଚନ୍ଦ୍ରିକା<ref name=JDR>{{cite book|title=ଜଗନ୍ନାଥ ଦାସଙ୍କ ରଚନାବଳୀ|date=2000|publisher=ଓଡ଼ିଶା ସାହିତ୍ୟ ଏକାଡେମୀ|location=ଭୁବନେଶ୍ୱର}}</ref>
# ଅନାମୟ କୁଣ୍ଠଳି<ref name=JDR/>
# ଭୂଗୋଳ ଏକାଦଶ ସ୍କନ୍ଦସ୍କନ୍ଧ<ref name=JDR/>
# ବ୍ରହ୍ମ ଗୀତା<ref name=JDR/>
# ଗୁପ୍ତ ଗୀତା<ref name=JDR/>
|