"ମାଘ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ Regular Spelling Fix
 
୨ କ ଧାଡ଼ି:
ମଘା ନକ୍ଷତ୍ର ଯୁକ୍ତ [[ପୂର୍ଣ୍ଣିମା]]ବିଶିଷ୍ଟ [[ମାସ|ଚାନ୍ଦ୍ରମାସକୁ]] '''ମାଘ''' ମାସ କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ [[ପୌଷ]] ଓ ପରବର୍ତ୍ତୀ ମାସ [[ଫାଲ୍ଗୁନ]] । ଏହା ସୌର ମକରମାସ ସଙ୍ଗେ ସମାନ । ଏହା ଶୀତଋତୁର ଶେଷ ମାସ । ଏହି ମାସ ଓଡ଼ିଆ [[ହିନ୍ଦୁ]]ମାନଙ୍କର ଗୋଟିଏ ଧର୍ମମାସ । ଏହା ଦଶମ ଚାନ୍ଦ୍ରମାନ ମାସ ଅଟେ। ମାର୍ଗଶିର ମାସରେ ମାଣବସାଇ ନପାରିଥିଲେ ଏ ମାସରେ ବସେଇପାରନ୍ତି।
 
== ପର୍ବପର୍ବାଣି ==
== ପର୍ବପର୍ବାଣୀ ==
* [[ପକ୍ଷ|କୃଷ୍ଣ]] [[ଏକାଦଶୀ]]: [[ଓଳାଶୁଣୀ ମେଳା]]
* ଅମାବାସ୍ୟା: [[ମୌନି ଅମାବାସ୍ୟା]]
"https://or.wikipedia.org/wiki/ମାଘ"ରୁ ଅଣାଯାଇଅଛି