"ଜଗତସିଂହପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Fix joint words
୨୨ କ ଧାଡ଼ି:
ଗତ ୨୦୧୯ ନିର୍ବାଚନରେ [[ବିଜୁ ଜନତା ଦଳ]] ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି, [[ଭାରତୀୟ ଜାତୀୟ କଂଗ୍ରେସ]] ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳଙ୍କଠାରୁ ମାତ୍ର ୮୬୪୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।
 
ଗତ ୨୦୧୪ ନିର୍ବାଚନରେ [[ଭାରତୀୟ ଜାତୀୟ କଂଗ୍ରେସ]] ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳ [[ବିଜୁ ଜନତା ଦଳ]] ପ୍ରାର୍ଥୀ ବିଷ୍ଣୁଚରଣ ଦାସଙ୍କ ଠାରୁଦାସଙ୍କଠାରୁ ୨୮୮୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।<ref name=":0">https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf</ref>
 
ଗତ ୨୦୦୯ ନିର୍ବାଚନରେ [[ବିଜୁ ଜନତା ଦଳ]] ପ୍ରାର୍ଥୀ ବିଷ୍ଣୁ ଚରଣ ଦାସ, [[ଭାରତୀୟ ଜାତୀୟ କଂଗ୍ରେସ]] ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳଙ୍କଠାରୁ ୧୦,୦୭୭ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।<ref>{{cite web |url= http://leadtech.in/infoelection/index.php/odisha/431-odisha-election-result-2009-votemargin.html |title=Orissa Election Result 2009 With Vote Margin|work=leadtech.in|quote= 10077|accessdate=21 April 2013}}</ref>
୧୦୦ କ ଧାଡ଼ି:
 
==ନିର୍ବାଚିତ ବିଧାୟକଗଣ==
୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେବିଧାୟକମାନେ ହେଲେ:<ref>{{cite web |url= http://eci.nic.in/eci_main/electionanalysis/AE/S18/partycomp38.htm |title=State Elections 2004 - Partywise Comparision for 38-Jagatsinghpur Constituency of ORISSA |work=eci.nic.in |year=2006 |quote=List Of Winning Candidates |accessdate=19 June 2013}}</ref> <ref>http://orissa.gov.in/e-magazine/orissaannualreference/ORA-2011/pdf/453-501.pdf</ref><ref name=":0" />
 
* ୨୦୧୯: [[ପ୍ରଶାନ୍ତ କୁମାର ମୁଦୁଲି]] (ବିଜେଡି)