"ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Fixed typo
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୧ କ ଧାଡ଼ି:
{{ଛୋଟ|SCB Medical college}}
{{Infobox_University
|name = ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ
|native_name = ଏସ. ସି. ବି. ମେଡିକାଲ
|image_name = SCB Medical college logo.svg
|image_size = 250px|thumb
|caption = ଶ୍ରୀ ରାମଚନ୍ଦ୍ର ଭଞ୍ଜ (ଏସ ସି ବି) ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ
|motto = କ୍ଷୀପ୍ର ଉଚ୍ଚତର ଦୃଢ଼ (Citius, Altius, Fortius‌)
|established = ୧ଜୁନ ୧୯୪୪
୩୫ କ ଧାଡ଼ି:
}}
 
'''ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ''' ବା '''ଏସ .ସି .ବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ''' [[ଓଡ଼ିଶା]]ର ତଥା ସମଗ୍ର ପୂର୍ବ [[ଭାରତ]]ର ଏକ ପୁରାତନ ଓ ଅଗ୍ରଣୀ ଭେଷଜ ମହାବିଦ୍ୟାଳୟ। ଏହା [[କଟକ]] ସହରର ମଙ୍ଗଳବାଗ ଅଞ୍ଚଳରେ ୮୭.୩୨ ଏକର ପରିମିତ ପରିସରରେ ଅବସ୍ଥିତ। [[ମୟୂରଭଞ୍ଜ ଜିଲ୍ଲା|ମୟୂରଭଞ୍ଜ]]ର ରାଜା [[ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ|ଶ୍ରୀ ରାମଚନ୍ଦ୍ର ଭଞ୍ଜ]]ଙ୍କ ଉଦ୍ୟମ ଓ ଅର୍ଥ ସହାୟତା ଯୋଗୁଁ ଏହା ପ୍ରତିଷ୍ଠା ହୋଇଥିବାରୁ, ଏହି ମହାବିଦ୍ୟାଳୟଟି ତାଙ୍କ ନାମରେ ନାମିତ ହୋଇଛି ।
[[ଫାଇଲ:SCB medical college & hospital entrance gate.jpg|thumb|ଏସ୍.ସି.ବି ମେଡିକାଲ୍ ଓ କଲେଜ୍ ମୁଖ୍ୟ ଦ୍ୱାର]]