"ଲକ୍ଷ୍ମଣ ନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
ଟିକେNo edit summary
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି:
 
[[ଲକ୍ଷ୍ମଣ ନାୟକ|'''ଲକ୍ଷ୍ମଣ ନାୟକ''']]
 
ସହୀଦ ଲକ୍ଷ୍ମଣ ନାୟକ ୨୨ ନଭେମ୍ବର ୧୮୯୯ ମସିହାରେ କୋରାପୁଟ ଜିଲ୍ଲାର ତେନ୍ତୁଲିଗୁମ୍ମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଏବଂ ୨୯ ମାର୍ଚ୍ଚ ୧୯୪୩ ମସିହାରେ ତାଙ୍କର ତିରୋଧାନ ଘଟିଥିଲା ।
 
[[File:Laxman_Nayak_1989_stamp_of_India.jpg|220x124px|thumb|right|ଡାକ ଟିକଟ ରେ ସହିଦ୍ ଲକ୍ଷ୍ମଣ ନାୟକ]]
 
ପିତା ପଦଲାମ ନାୟକ ଓ ମାତା ସମାରି ନାୟକ ଥିଲେ । ସହୀଦ ଲକ୍ଷ୍ମଣ ନାୟକ ଥିଲେ ଦ୍ୱିତୀୟ ସନ୍ତାନ, ବଡଭାଇ ସନିଆ ନାୟକ ଓ ସାନଭାଇ ଧନ ନାୟକ । ତାଙ୍କ ପିତା [[ଲକ୍ଷ୍ମଣ ନାୟକ|ପଦଲାମ ନାୟକ]] ନାୟକ ଜାତିରେ ବୀର ଭୁମିୟା ଓ ଚାଷ ଥିଲା ସେମାନଙ୍କ ଜୀବିକା । ସମୟ କ୍ରମେ ପ୍ରଜାଙ୍କ ସେବା ମନ ଭାବନା ଦେଖି ଗ୍ରାମବାସୀଙ୍କ ମନୋନୟନ ଅନୁଯାୟୀ ତାଙ୍କୁ କୋରାପୁଟ ରାଜା ତୃତୀୟ ବିକ୍ରମଦେବ (ରାଜଗାଦୀ ୧୮୮୯ରୁ ୧୯୨୦) ମୁସ୍ତାଦାର ବା ନାୟକ ପଦରେ ନିଯୁକ୍ତ କରିଥିଲେ । ଦାୟିତ୍ୱ ଥିଲା ତେନ୍ତୁଲିଗୁମା, ସାନଗୁମ୍ମା, ବେଜୁଣୀଗୁଡା, ଲେକିଗୁଡା, ଅଅଁଳାଗୁଡାର ଖଜଣା ଆଦାୟ କରିବା ।
 
ସଂକ୍ଷିପ୍ତ ବ୍ୟକ୍ତିଗତ ଜୀବନ:
 
'''ସଂକ୍ଷିପ୍ତ ବ୍ୟକ୍ତିଗତ ଜୀବନ''':
ସେ ଥିଲେ ଓଡ଼ିଶାର ଜଣେ ଅଗ୍ରଣି ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ । ତେନ୍ତୁଲିଗୁମ୍ମା ଆଦିବାସୀଙ୍କ ଇଲାକା ହୋଇଥିବାରୁ ଆଦିବାସୀ ପାଇଁ ସେ ମାଲକାନାଗିରି ଅବା ଅବିଭକ୍ତ କୋରାପୁଟ ଜିଲ୍ଲାର ଗାନ୍ଧି ଭାବେ ପ୍ରସିଦ୍ଧ ଥିଲେ । ସେ ରହୁଥିବା ନିକଟରେ କୌଣସି ବିଦ୍ୟାଳୟ ନ ଥିବାରୁ କୋଲାବ ନଦୀ କୁଳର ବାଲିପଠାକୁ ସିଲଟ ଭାବରେ ବ୍ୟବହାର କରି ପିତା ପଦଲାମ ନାୟକଙ୍କଠାରୁ ଅକ୍ଷର ଶିକ୍ଷା କରିଥିଲେ ସହୀଦ ଲକ୍ଷ୍ମଣ ନାୟକ । ତେନ୍ତୁଲିଗୁମ୍ମାର ଲୋକମାନେ ଓଡ଼ିଆ, ଦେଶିଆ, ପରଜା, ଗାଦବା ଭାଷା ମିଶାମିଶି ଭାଷା କହୁଥିଲେ । ଲକ୍ଷ୍ମଣ ନାୟକ ଉଭୟ ଓଡ଼ିଆ, ଦେଶିଆ ଓ ପରଜା ଭାଷା କହିପାରୁଥିଲେ ।
 
ବିବାହ:
 
'''ବିବାହ''':
 
ସମୟ କ୍ରମେ ୧୯ ବର୍ଷ ବୟସରେ ସାନଗୁମ୍ମାର ଘାସିରାମ ଭୁମିୟାଙ୍କ କନ୍ୟା ମଙ୍ଗୁଳୀ ଭୁମିଆଙ୍କୁ ବିବାହ କରିଥିଲେ ।
Line ୧୮ ⟶ ୨୧:
 
ସହୀଦ ଲକ୍ଷ୍ମଣ ନାୟକଙ୍କ ଶଶୁର ଘାସିରାମ ଭୂମିଆ ଆଦିବାସୀମାନଙ୍କ ମଧ୍ୟରେ ପ୍ରଚଳିତ ଗୁଣିଆ ଓ ଦିଶାରି ବୃତ୍ତିରେ ପାରଙ୍ଗମ ଥିଲେ । ଗୁଣିଆ ବୃତ୍ତି ହେଉଛି ଆଦିବାସୀମାନଙ୍କ ମଧ୍ୟରେ ଡାକ୍ତରୀ ବିଦ୍ୟା ଏବଂ ପ୍ରାଥମିକ ଡାକ୍ତରୀ ବ୍ୟବହାର । ପାରମ୍ପରିକ ଜ୍ଞାନ ଅନୁଯାୟୀ ଜଣେ ଗୁଣିଆକୁ ବଣଜଙ୍ଗଲରୁ ଔଷଧୀୟ ସାମଗ୍ରୀ ସଂଗ୍ରହ କରିବା ସହ ଝାଡଣ, ଫୁଙ୍କଣ ଆଦି କରିବାକୁ ପଡେ । ଦିଶାରି ବୃତ୍ତି ହେଉଛି ଦେବାରାଧନା ବା ପୂଜକର ଦାୟିତ୍ୱ ।
 
ଦାୟିତ୍ଵ:
 
'''ଦାୟିତ୍ଵ''':
 
୧୯୩୦ ମସିହାରେ ପିତା ପଦଲାମ ନାୟକଙ୍କ ବୟସାଧିକ୍ୟ କାରଣରୁ ଅବସର ନେବାପରେ ଲକ୍ଷ୍ମଣ ନାୟକଙ୍କୁ ଜୟପୁର ରାଜାଙ୍କ ନିକଟେରେ ମୁସ୍ତାଦାର୍ ଭାବରେ ନିୟୁକ୍ତି କରାଯାଇଥିଲା । ଏହାପରେ ସେ ଲକ୍ଷ୍ମଣ ଭୁମିୟାରୁ ଲକ୍ଷ୍ମଣ ନାୟକ ଭାବରେ ପରିଚିତ ହୋଇଥିଲେ ।