"ଲକ୍ଷ୍ମଣ ନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୫୨ କ ଧାଡ଼ି:
ଆନ୍ଦୋଳନ ଭିତରେ ନିଜ ଲୋକଙ୍କ ଚୁଗୁଲୀ ହେତୁ ୧୯୪୨ ମସିହା ସେପ୍ଟେମ୍ବର ୨ ତାରିଖରେ ତେନ୍ତୁଲିଗୁମାରୁ ଲକ୍ଷ୍ମଣ ଓ ତାଙ୍କ ପୁତ୍ର ରଘୁନାଥ, ସନଗୁମ୍ମାରୁ ବନସିଂ ପୁଜାରୀଙ୍କୁ ଗୋରା ସରକାରଙ୍କ ଦ୍ଵାରା ଗିରଫ କରାଯାଇଥିଲା । ସେତେବେଳେର କୋରାପୁଟର ଅତିରିକ୍ତ ସେସନ୍ସ ଜଜ ଭି.ରାମନାଥଙ୍କ କୋର୍ଟରେ ବିଚାର କରାଯାଇ ଜି.ରାମୟାର ହତ୍ୟା ଅଭିଯୋଗରେ ଲକ୍ଷ୍ମଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଥିଲା ଏବଂ ଫାଶୀଦଣ୍ଡ ଦିଆଯାଇଥିଲା ।
 
==ଶେଷ ଜୀବନ==
==ଶେଷଜୀବନ==
ବିଚାର ପରେ ତାଙ୍କୁ କୋରାପୁଟ ଜେଲରୁ [[ବ୍ରହ୍ମପୁର]] ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଥିବା ଅନ୍ୟ ପ୍ରମୁଖ ସ୍ୱାଧିନତା ସଂଗ୍ରାମୀଙ୍କ ପ୍ରଚେଷ୍ଟାରେ [[ପାଟନା]] ହାଇକୋର୍ଟରେ ଅପିଲ କରାଯାଇଥିଲେ ମଧ୍ୟ ତାହା ଖାରଜ ହେଇଯାଇଥିଲା । ୧୯୪୩ ମସିହା ମାର୍ଚ୍ଚ ୨୯ ତାରିଖରେ ତାଙ୍କୁ ଫାଶୀ ଦିଆଯାଇଥିଲା ।<ref name="Laxman Naik">{{cite web|title=Life History of Orissa Tribal Hero Laxman Naik|url=http://www.orissaspider.com/resources/3418-Martyr-Laxman-Naik-The-true-Tribal-Hero.aspx|work=www.orissaspider.com|accessdate=12 April 2016}}</ref>
 
==ଆଧାର==