"ଯାଜପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: Reverted ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: Reverted ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୭୮ କ ଧାଡ଼ି:
ଯୁଗେ ଯୁଗେ କାଳେ କାଳେ ବେଦ ପୁରାଣ ଯାଜପୁରର ଅନନ୍ତ ମହିମାକୁ ଗାନ କରିଛି । ଗଙ୍ଗାରୂପିଣୀ ସ୍ରୋତସ୍ଵତୀ ବୈତରଣୀ ଏହାର କୋଳ ମଣ୍ଡନ କରିଛି । ରତ୍ନଗିରି,ଲଳିତଗିରି,ଉଦୟଗିରି ରୂପେ ତ୍ରିରତ୍ନ ଏହାର ମସ୍ତକ କିରୀଟରେ ଶୋଭା ପାଉଛି । ନାଭିଗୟା ତୀର୍ଥ; ପିତୃପିଣ୍ଡଦାନର ମହତ୍ ପରମ୍ପରାକୁ ଗଗନ ବିସ୍ତୃତ କରାଇଛି । ପଞ୍ଚଦେବତାର ପୀଠ ସ୍ଥଳୀ ମହାବିନାୟକ , ମହାଭାରତ ପ୍ରସିଦ୍ଧ ବ୍ୟାସ ସରୋବର ତୀର୍ଥ, ପଞ୍ଚ "ବ" କାର ( ବିରଜା - ବିପ୍ର - ବେଦ - ବୈତରଣୀ - ବରାହ ),ସପ୍ତମାତୃକା,ଏବଂ ଅନକୋଟି ଶିବଲିଙ୍ଗରେ ଏ ଭୂମି ହୋଇଛି ଉଦ୍ଭାସିତ ।"
©ପ୍ରୀତମ୍ ରାଉତ(9437712955)
 
 
== ଇତିହାସ ==
"https://or.wikipedia.org/wiki/ଯାଜପୁର"ରୁ ଅଣାଯାଇଅଛି