"ଯୋଗେଶ ଚନ୍ଦ୍ର ରାଉତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୪୯ କ ଧାଡ଼ି:
}}
 
'''ଯୋଗେଶ ଚନ୍ଦ୍ର ରାଉତ''' (୨ ଡିସେମ୍ବର ୧୯୨୫ - ୧୨ ସେପ୍ଟେମ୍ବର ୨୦୦୯) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନୀତିଜ୍ଞ ଥିଲେ । ଯୋଗେଶ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୭, ୧୯୭୪ ଓ ୧୯୮୦ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଙ୍କୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ, ୪ର୍ଥ, ୬ଷ୍ଠ ଓ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।<ref name="Jogesh Chandra Rout">{{cite web|url=http://odishaassembly.nic.in/memberprofile.aspx?img=690 |title=Shri Jogesh Chandra Rout |website=odishaassembly.nic.in|publisher=Odisha Assembly|accessdate=26 February 2020}}</ref>
 
== ଜନ୍ମ, ପରିବାର ଓ ଶିକ୍ଷା ==
ଯୋଗେଶ ଚନ୍ଦ୍ର ରାଉତ ୧୯୨୫ ମସିହାର ଡିସେମ୍ବର ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଯୁଧିଷ୍ଠୀର ରାଉତ ଏବଂ ପତ୍ନୀଙ୍କ ନାମ ପାଟରାଣୀ ଦେବୀ ।<ref name="Jogesh Chandra Rout"/> ଯୋଗେଶଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ଏମ୍.ବି.ବି.ଏସ୍. ।<ref name="Jogesh Chandra Rout">{{cite web|url=http://odishaassembly.nic.in/memberprofile.aspx?img=690 |title=Shri Jogesh Chandra Rout |website=odishaassembly.nic.in|publisher=Odisha Assembly|accessdate=26 February 2020}}</ref>
 
== ରାଜନୈତିକ ଜୀବନ ==
୫୯ କ ଧାଡ଼ି:
୨୦୦୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଯୋଗେଶ ଚନ୍ଦ୍ର ରାଉତ ଜନ କଂଗ୍ରେସର ପ୍ରାର୍ଥୀ ଭାବରେ [[ଚୌଦ୍ୱାର-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଚୌଦ୍ୱାର-କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୩୧,୧୧୪ ଖଣ୍ଡ ଭୋଟ ପାଇ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇ।<ref name=":0">{{Cite web|url=https://eci.gov.in/files/file/3626-orissa-1990/|title=Orissa 1990|website=Election Commission of India|language=en-IN|access-date=2019-06-27}}</ref> ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ପ୍ରସନ୍ନ କୁମାର ଦାଶଙ୍କୁ ୫୭୭୯ ଖଣ୍ଡ ଭୋଟରେ ପରାସ୍ତ କରି।<ref name=":0" /> ଏହି ବିଧାନ ସଭାରେ ସେ ୨୦୦୦ ମସିହାରୁ ୨୦୦୪ ମସିହାଯାଏଁ କାର୍ଯ୍ୟ କରିଥିଲେ ।
-->
 
=== ବିଧାନ ସଭା ସଭ୍ୟ ବିବରଣୀ ===
{| class="wikitable sortable"