"ପୂର୍ଣ୍ଣିମା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧୪ କ ଧାଡ଼ି:
: ଏ ଦିନ ସନ୍ଧ୍ୟାବେଳେ ଚନ୍ଦ୍ରଙ୍କୁ ପୂଜା ହୋଇଥିବା ଚାନ୍ଦଭୋଗ ଖୁଆଖୋଇ ହୋଇ କୁମାରମୁମାରୀମାନେ ଆପଣା ମଧ୍ୟରେ ଚାନ୍ଦ ଡକାଡକି ହୋଇ ମୈତ୍ରୀ ପ୍ରତିଷ୍ଠା କରନ୍ତି ।
* [[କାର୍ତ୍ତିକ ପୂର୍ଣ୍ଣିମା]]: କାର୍ତ୍ତିକେଶ୍ୱରଙ୍କ ପୂଜା କରାଯାଏ । ଡଙ୍ଗା ଭସାଯାଏ ।
* [[ମାର୍ଗଶୀର ପୂର୍ଣ୍ଣିମା]]: ଶିବ ପାର୍ବତୀ ଙ୍କ ଉଦ୍ଦେଶ୍ୟ ରେ ଯମରାଜ ଙ୍କ କୋପ ରୁ ରକ୍ଷା ପାଇବା ପାଇଁ [[ପଣ୍ଡୁ ପୂର୍ଣ୍ଣିମା]] ଓଷା କରାଯାଏ।
* [[ପୌଷ]] ପୂର୍ଣ୍ଣିମା: ଏ ଦିନ ଶ୍ରୀ ଜଗନ୍ନାଥଙ୍କର ପୁଷ୍ୟାଭିଷେକ ଉତ୍ସବ କରାଯାଏ ।
* [[ମାଘ]] ପୂର୍ଣ୍ଣିମା: ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା, ଅଇଘରା ପୂର୍ଣ୍ଣିମା, ଅଗିରା ପୂର୍ଣ୍ଣିମା ଓ [[ଅଇଘରା]] ନାମରେ ମଧ୍ୟ ଜଣା ।