"ପୂର୍ଣ୍ଣିମା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୪ କ ଧାଡ଼ି:
== ପର୍ବପର୍ବାଣି ==
* [[ବୈଶାଖ]] ପୂର୍ଣ୍ଣିମା: ଶ୍ରୀକୃଷ୍ଣଙ୍କର ଫୁଲଦୋଳ (ପୁଷ୍ପଦୋଳା) ଉତ୍ସବ ହୁଏ ।
* [[ଜ୍ୟେଷ୍ଠ]] ପୂର୍ଣ୍ଣିମା : ପୁରୀ ରେ ଶ୍ରୀ ଜଗନ୍ନାଥ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପବିତ୍ର ଜଳ ରେ ଜ୍ୟେଷ୍ଠାଭିଷେକ ସ୍ନାନ କରାଯାଏ।
* [[ଆଷାଢ଼]] ପୂର୍ଣ୍ଣିମା: [[ଗୁରୁ ପୂର୍ଣ୍ଣିମା]]: ମହର୍ଷି ବ୍ୟାସଦେବଙ୍କ ଜନ୍ମଦିନ ।
* [[ଶ୍ରାବଣ]] ପୂର୍ଣ୍ଣିମା: [[ରାକ୍ଷୀ ପୂର୍ଣ୍ଣିମା]], ଗହ୍ମା ପୂର୍ଣ୍ଣିମା : [[ବଳରାମ]] (ବଳଦେବ)ଙ୍କର ଜନ୍ମଦିନ ।
Line ୧୩ ⟶ ୧୪:
: ଏ ଦିନ ସନ୍ଧ୍ୟାବେଳେ ଚନ୍ଦ୍ରଙ୍କୁ ପୂଜା ହୋଇଥିବା ଚାନ୍ଦଭୋଗ ଖୁଆଖୋଇ ହୋଇ କୁମାରମୁମାରୀମାନେ ଆପଣା ମଧ୍ୟରେ ଚାନ୍ଦ ଡକାଡକି ହୋଇ ମୈତ୍ରୀ ପ୍ରତିଷ୍ଠା କରନ୍ତି ।
* [[କାର୍ତ୍ତିକ ପୂର୍ଣ୍ଣିମା]]: କାର୍ତ୍ତିକେଶ୍ୱରଙ୍କ ପୂଜା କରାଯାଏ । ଡଙ୍ଗା ଭସାଯାଏ ।
* [[ମାର୍ଗଶୀର ପୂର୍ଣ୍ଣିମା]]: ଶିବ ପାର୍ବତୀ ଙ୍କ ଉଦ୍ଦେଶ୍ୟ ରେ ପଣ୍ଡୁ ପୂର୍ଣ୍ଣିମା ଓଷା କରାଯାଏ।
* [[ପୌଷ]] ପୂର୍ଣ୍ଣିମା: ଏ ଦିନ ଶ୍ରୀ ଜଗନ୍ନାଥଙ୍କର ପୁଷ୍ୟାଭିଷେକ ଉତ୍ସବ କରାଯାଏ ।
* [[ମାଘ]] ପୂର୍ଣ୍ଣିମା: ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା, ଅଇଘରା ପୂର୍ଣ୍ଣିମା, ଅଗିରା ପୂର୍ଣ୍ଣିମା ଓ [[ଅଇଘରା]] ନାମରେ ମଧ୍ୟ ଜଣା ।
* [[ଫାଲଗୁନ]] ପୂର୍ଣ୍ଣିମା :ଦୋଳ ମେଲଣ ଉତ୍ସବ ଓ ଫଗୁ ଖେଳ ପାଳନ ହୁଏ।
* [[ଚୈତ୍ର ପୂର୍ଣ୍ଣିମା]]: (ଚଇତିପୁନେଇଁ ଓ ଚୈତ୍ରପୂର୍ଣ୍ଣିମା ନାମରେ ମଧ୍ୟ ଜଣା) ଓଡ଼ିଶାର ଏକ ଗଣପର୍ବ । ବର୍ଷର ପ୍ରଥମ ପାଚିଲା ଆମ୍ବ ଲୋକେ ଏଇ ଦିନ ଖାଇଥାନ୍ତି । [[ହନୁମାନ ଜୟନ୍ତୀ]] ପାଳନ<ref name="Verma2013">{{cite book|author=Manish Verma|title=Fasts and Festivals of India|url=https://books.google.com/books?id=z4gzFFLdBoYC&pg=PA19|year=2013|publisher=Diamond Pocket Books (P) Ltd.|isbn=978-81-7182-076-4|pages=19–}}</ref>