"ରାଜକୃଷ୍ଣ ବୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଚିତ୍ର
ଟିକେ fixing references (via JWB)
୫୨ କ ଧାଡ଼ି:
}}
 
'''ରାଜକୃଷ୍ଣ ବୋଷ''' (୧୭ ଡିସେମ୍ବର ୧୯୦୦ - ୯ ଜାନୁଆରୀ ୧୯୯୨) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନୀତିଜ୍ଞ ଥିଲେ । ଲକ୍ଷ୍ମଣ ଓଡ଼ିଶା ରାଜନୀତିରେ [[ଭାରତୀୟ ଜାତୀୟ କଂଗ୍ରେସ]]ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଏବଂ ପରେ କାର୍ଯ୍ୟ କରିଥିଲେ । ୧୯୩୬ ମସିହାରେ ଏବଂ ୧୯୪୬ ମସିହାରେ ପଶ୍ଚିମ କଟକ ସଦର ଏବଂ ପୂର୍ବ କେନ୍ଦ୍ରାପଡ଼ାରୁ ପରାଧୀନ ଭାରତର ୧ମ ଏବଂ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।<ref name="Raj Krushna Bose">{{cite web|url=http://odishaassembly.nic.in/memberprofile.aspx?img=1066 |title=Shri Raj Krushna Bose |last=|first=|date=|website=odishaassembly.nic.in|publisher=Odisha Assembly|archive-url=|archive-date=|dead-url=|accessdate=29 January 2020}}</ref> ୧୯୫୨ ମସିହାର ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କିଶାନ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ଏବଂ ୧୯୫୨ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।<ref name="Raj Krushna Bose"/>
 
== ଜନ୍ମ, ପରିବାର ଓ ଶିକ୍ଷା ==