"ଗଦାଧର ଦତ୍ତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Image value added through Wikidata
ଟିକେ fixing references (via JWB)
୪୫ କ ଧାଡ଼ି:
}}
 
'''ଗଦାଧର ଦତ୍ତ''' (ଜନ୍ମ: ୨୭ ନଭେମ୍ବର ୧୯୦୬) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଗଦାଧର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଏବଂ ପରେ ସମୁଦାୟ ଚାରିଥର କାର୍ଯ୍ୟ କରିଥିଲେ । ୧୯୪୬ ମସିହାର ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାରେ ସେ ପୂର୍ବ ଯାଜପୁରରୁ ନିର୍ବାଚିତ ହୋଇଥିଲେ ଏବଂ ପରେ ଭାରତ ସ୍ୱାଧୀନ ହେବାପରେ ୧୯୫୨ ଓ ୧୯୫୭ ମସିହାରେ [[ଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଯାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ଯଥାକ୍ରମେ [[୧ମ ଓଡ଼ିଶା ବିଧାନ ସଭା|୧ମ]] ଓ [[୨ୟ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୬୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ [[ଧର୍ମଶାଳା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଧର୍ମଶାଳା ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।<ref name="Gadadhar Dutta">{{cite web|url=http://odishaassembly.nic.in/memberprofile.aspx?img=998 |title=Shri Gadadhar Dutta |last=|first=|date=|website=odishaassembly.nic.in|publisher=Odisha Assembly|archive-url=|archive-date=|dead-url=|accessdate=19 November 2019}}</ref>
 
== ଜନ୍ମ, ପରିବାର ଓ ଶିକ୍ଷା ==