"ଶାନ୍ତନୁ କୁମାର ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଚିତ୍ର
ଟିକେ fixing references (via JWB)
୫୪ କ ଧାଡ଼ି:
'''ଶାନ୍ତନୁ କୁମାର ଦାସ''' (୧ ସେପ୍ଟେମ୍ବର ୧୯୧୭ - ୩ ଅକ୍ଟୋବର ୧୯୯୩) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନୀତିଜ୍ଞ ଥିଲେ । ଶାନ୍ତନୁ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୬୬ ମସିହାରେ ପରାଧୀନ ଭାରତର ୨ୟ ଓଡ଼ିଶା ବିଧାନ ସଭାକୁ ସେ ପୂର୍ବ ଯାଜପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।
 
୧୯୫୨, ୧୯୫୭, ୧୯୬୧ ଓ ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ [[ଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଯାଜପୁର]]ରୁ ଯଥାକ୍ରମେ [[୧ମ ଓଡ଼ିଶା ବିଧାନ ସଭା|୧ମ]], [[୨ୟ ଓଡ଼ିଶା ବିଧାନ ସଭା]], [[୩ୟ ଓଡ଼ିଶା ବିଧାନ ସଭା]], [[୪ର୍ଥ ଓଡ଼ିଶା ବିଧାନ ସଭା]]କୁ ନିର୍ବାଚିତ ହୋଇଥିଲେ ।<ref name="Santanu Kumar Das"/> ଏହାପରେ ସେ ୧୯୭୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ [[ବିଞ୍ଝାରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ [[୭ମ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="Santanu Kumar Das">{{cite web|url=http://odishaassembly.nic.in/memberprofile.aspx?img=275 |title=Shri Santanu Kumar Das |last=|first=|date=|website=odishaassembly.nic.in|publisher=Odisha Assembly|archive-url=|archive-date=|dead-url=|accessdate=22 November 2019}}</ref>
 
== ଜନ୍ମ, ପରିବାର ଓ ଶିକ୍ଷା ==