"ରାଜ ବଲ୍ଲଭ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଚିତ୍ର
ଟିକେ fixing references (via JWB)
୪୫ କ ଧାଡ଼ି:
}}
 
'''ରାଜ ବଲ୍ଲଭ ମିଶ୍ର''' (୧୧ ମଇ ୧୯୧୭ - ୨୧ ମଇ ୧୯୯୦) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନୀତିଜ୍ଞ ଥିଲେ । ରାଜ ବଲ୍ଲଭ ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ ଓ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । [[ଓଡ଼ିଶା ବିଧାନ ସଭା]]<nowiki/>ରେ ଜଣେ ବିଧାୟକ ଭାବରେ ସେ ୩ଥର କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୧ ଓ ୧୯୬୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚମ୍ପୁଆ, ପାଟଣା ଓ [[ରାମଚନ୍ଦ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ରାମଚନ୍ଦ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ଯଥାକ୍ରମେ [[୨ୟ ଓଡ଼ିଶା ବିଧାନ ସଭା|୨ୟ]], [[୩ୟ ଓଡ଼ିଶା ବିଧାନ ସଭା|୩ୟ]] ଓ [[୪ର୍ଥ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="Raj Ballabh Mishra">{{cite web|url=http://odishaassembly.nic.in/memberprofile.aspx?img=880 |title=Late Raj Ballabh Mishra |last=|first=|date=|website=odishaassembly.nic.in|publisher=Odisha Assembly|archive-url=|archive-date=|dead-url=|accessdate=27 July 2019}}</ref>
 
== ଜନ୍ମ, ଶିକ୍ଷା ଓ ପରିବାର ==