"କପିଳ ନାରାୟଣ ତିୱାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୪ କ ଧାଡ଼ି:
କପିଳ ନାରାୟଣ ତିୱାରୀ ଜଣେ ସାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି [[ଓଡ଼ିଶା ବିଧାନ ସଭା]]<nowiki/>ର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।<ref name="Kapil Narayan Tiwari"/>
 
ଛାତ୍ର ଜୀବନରେ ସେ ରାଜେନ୍ଦ୍ର ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ୧୯୬୫ ମସିହାର ସେବେକାର କୃଷକ ନେତା କିଷନ ପଟ୍ଟନାୟକଙ୍କ ସହ ମିଶି ଅବିଭକ୍ତ [[କଳାହାଣ୍ଡି ଜିଲ୍ଲା|କଳାହାଣ୍ଡି]] ଓ [[ନୂଆପଡ଼ା ଜିଲ୍ଲା]]<nowiki/>ର ମରୁଡ଼ି ଜନିତ ସମସ୍ୟା ପାଇଁ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ, ଯାହାକି ସଫଳାତ୍ମକ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଅର୍ଥାଭାବରୁ ଛୁଆବିକ୍ରି ଘଟଣା ଏବଂ ଅନାହାର ମୃତ୍ୟୁ ସମସ୍ୟାକୁ ସେ ବିଶ୍ୱ ଦରବାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।<ref>{{cite news |title=ଖଡ଼ିଆଳର ପୂର୍ବତନ ବିଧାୟକ କପିଳ ନାରାୟଣ ତିୱାରୀଙ୍କ ପରଲୋକ |url=https://sambad.in/state/kapil-narayan-tiwari-former-mla-of-khadial-passed-away-879906/ |accessdate=23 September 2022 |work=ସମ୍ବାଦ |publisher=sambad.in |date=22 September 2022 |archiveurl=http://web.archive.org/web/20220923063455/https://sambad.in/state/kapil-narayan-tiwari-former-mla-of-khadial-passed-away-879906/ |archivedate=23 September 2022 |location=ନୂଆପଡ଼ା/ଖଡ଼ିଆଳ |language=ଓଡ଼ିଆ |url-status=live}}</ref>
 
== ମୃତ୍ୟୁ ==