"ନୀଳାମ୍ବର ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଚିତ୍ର
ଟିକେ fixing references (via JWB)
୩୧ କ ଧାଡ଼ି:
}}
 
'''ନୀଳାମ୍ବର ଦାସ''' (୧୩ ଫେବୃଆରୀ ୧୯୦୩ - ୨୬ ଅଗଷ୍ଟ ୧୯୮୭) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନୀତିଜ୍ଞ ଏବଂ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ [[ଓଡ଼ିଶା]] ରାଜନୀତିରେ [[ଭାରତୀୟ ଜାତୀୟ କଂଗ୍ରେସ]]<nowiki/>ର ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାର ପ୍ରଥମ ବିଧାନ ସଭା ନିର୍ବାଚନରେ ଏବଂ ୧୯୫୭ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ସେ [[ନୀଳଗିରି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ଯଥାକ୍ରମେ [[୧ମ ଓଡ଼ିଶା ବିଧାନ ସଭା|୧ମ]] ଓ [[୨ୟ ଓଡ଼ିଶା ବିଧାନ ସଭା|୨ୟ]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="Nilambar Das">{{cite web|url=http://odishaassembly.nic.in/memberprofile.aspx?img=1055 |title=Late Nilambar Das |last=|first=|date=|website=odishaassembly.nic.in|publisher=Odisha Assembly|archive-url=|archive-date=|dead-url=|accessdate=29 May 2019}}</ref>