"ନୀଳକଣ୍ଠ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨୬ କ ଧାଡ଼ି:
*[[ଉତ୍କଳ ସାହିତ୍ୟ ସମାଜ]]ର ଆଜୀବନ ସଭ୍ୟ<ref>http://www.eodissa.com/eminent-odia/77-eminent-writer/663-pandita-nilakantha-das-</ref>
 
ସେ ଗୀତାର [[ଓଡ଼ିଆ ଭାଷା|ଓଡ଼ିଆ]]ରେ ଟୀକା ଲେଖିଥିଲେ । ଏହାଛଡ଼ା [[ଓଡ଼ିଆ ଭାଷା]] ଓ ଲିପିର ସୁଧାରରେ ସେ ଅନେକ ପଦକ୍ଷେପ ନେଇଥିଲେ ।
 
==ସମ୍ମାନ==
*ସାହିତ୍ୟ ଏକାଡେମି ପୁରସ୍କାର । (ତାଙ୍କର ବହି ''ଆତ୍ମଜୀବନୀ'' ନିମନ୍ତେ)<ref>http://www.odisha360.com/infopedia/4/154/nilakantha-das</ref>
 
==ଓଡ଼ିଶା ପ୍ରଦେଶ ଓ ଭାଷା ଆନ୍ଦୋଳନ==
[[ଓଡ଼ିଆ ଭାଷାକୁଭାଷା]]କୁ ବାକି ପଡ଼ୋଶୀ ଭାଷାଭାଷି ମାନଙ୍କ ଆକ୍ରମଣରୁ ଅଲଗା କରି ସ୍ଵତନ୍ତ୍ର ଭାଷାର ମର୍ଯ୍ୟାଦା ଦେବାରେ ସେ ମୁଖ୍ୟ ଭୂମିକା ନିଭାଇଥିଲେ । ''[[ମଧୁସୂଦନ ଦାସ|ଉତ୍କଳ ଗୌରବ [[ମଧୁସୂଦନ ଦାସ]]'', [[ଗୋପବନ୍ଧୁ ଦାସ|ଉତ୍କଳମଣି ପଣ୍ଡିତ [[ଗୋପବନ୍ଧୁ ଦାସ]], ବ୍ୟାସକବି [[ଫକିର ମୋହନ ସେନାପତି|ବ୍ୟାସକବି ଫକିର ମୋହନ ସେନାପତି]], [[ଗଙ୍ଗାଧର ମେହେର|ସ୍ବଭାବ କବି [[ଗଙ୍ଗାଧର ମେହେର]], କବିବର [[କବିବର ରାଧାନାଥ ରାୟ|କବିବର ରାଧାନାଥ ରାୟ]] ଓ ଏମିତି ଅନେକ କର୍ମୀ ମାନଙ୍କ ସହ ସେ [[ଓଡ଼ିଶା]]|ଓଡ଼ିଶା ପ୍ରଦେଶ]] ଗଠନ ପାଇଁ ଆନ୍ଦୋଳନରେ ଯୋଗ ଦେଇଥିଲେ ଯାହାର ଫଳ ସ୍ୱରୂପ ଭାଷା '''[[ଓଡ଼ିଶା ଦିବସ|୧ ଏପ୍ରିଲ ୧୯୩୬]]'''ରେ [[ଓଡ଼ିଶା ଦିବସ|ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ]] ଗଠିତ ହେଲା ।<ref>http://orissa.gov.in/e-magazine/Orissareview/2010/April/engpdf/31-39.pdf</ref>
 
==ଭାରତର ସ୍ଵାଧିନତାରେ ଭୂମିକା==
ସେ ଭାରତର[[ଭାରତ]]ର ସ୍ଵାଧିନତା ଆନ୍ଦୋଳନରେ ଜଣେ ସକ୍ରିୟ କର୍ମୀ ଭାବରେ ଅଂଶ ଗ୍ରହଣ କରିଥିଲେ । "କେନ୍ଦ୍ର ବିଧାନ ସଭା" ଓ [[ଓଡ଼ିଶା ବିଧାନ ସଭା]]ରେ ତାଙ୍କର ଓଜସ୍ଵିନୀ ଭାଷଣ ଅନେକଙ୍କୁ ଦେଶସେବା ଆଡ଼କୁ ମୁହାଁଇଥିଲା । ସେ ଏକାଧାରରେ ଜଣେ ଦେଶ ସେବକ, ସୁବକ୍ତା, ସୁଲେଖକ, ବାଗ୍ମୀ ଓ ଭାଷାବିଦ ଥିଲେ । ଜଣେ ସକ୍ରିୟ ସ୍ଵାଧିନତା ସଂଗ୍ରାମୀ ଭାବରେ ସେ ଛୁଆଁ ଅଛୁଆଁ ଭେଦଭାବ ଓ ନାନାଦି ସାମାଜିକ କୁସଂସ୍କାର ବିରୋଧରେ ସ୍ଵର ଉଠାଇଥିଲେ ।<ref>http://www.orissadiary.com/personality/freedom_fighter/NilakanthaDas.asp></ref>
 
==ସମ୍ମାନ==
* ସାହିତ୍ୟ ଏକାଡେମି ପୁରସ୍କାର । (ତାଙ୍କର ବହି ''ଆତ୍ମଜୀବନୀ'' ନିମନ୍ତେ) <ref>http://www.odisha360.com/infopedia/4/154/nilakantha-das</ref>
 
==ଆଧାର==