"କପାଳୀଶ୍ୱରର ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତଥ୍ୟ ଦିଆଗଲା
ଟ୍ୟାଗ: 2017 source edit
ଅଧିକ ତଥ୍ୟ ଦିଆଗଲା
ଟ୍ୟାଗ: 2017 source edit
୫ କ ଧାଡ଼ି:
| caption =
| map_type = India Chennai
| map_caption = Location in Chennai
| coordinates = {{coord|13|02|0|N|80|16|6|E|type:landmark_region:IN|display=inline,title}}
| native_name =
| country = [[India]]
୩୧ କ ଧାଡ଼ି:
 
ଏହି ମନ୍ଦିର ପରିସରରେ ଅନେକ ଛୋଟ ଛୋଟ ମନ୍ଦିର ଅଛି କିନ୍ତୁ କପାଳେଶ୍ଵରର ଓ କାର୍ପଗମ୍ବଲ ସବୁଠାରୁ ଉଲ୍ଲେଖନୀୟ । ମନ୍ଦିରରେ ଛଅ ପ୍ରକାର ପୂଜା ଦିନର ବିଭିନ୍ନ ସମୟରେ (୫.୩୦ ଏଏମରୁ ୧୦ ପିଏମ) ପାଳନ କରାଯାଏ । ପ୍ରତି ବର୍ଷ ୪ ଟି ଉତ୍ସବ ପାଳନ କରାଯାଏ । ଅରୁବତୀମୁଭାର ଏକ ମୂଖ୍ୟ ପର୍ବ ଯାହା ତାମିଲ ପାଙ୍ଗୁନି ମାସରେ ପାଳନ କରାଯାଏ ।
 
==କିମ୍ବଦନ୍ତୀ==
 
[[File:KapaliKarpagambal.JPG|200x200px|thumb|left|କାର୍ପାଲଗମ୍ବଲ ଓ କପିଲଶ୍ଵରର ପ୍ରତିମୂର୍ତ୍ତି]]
ତାମିଲ ଭାଷାରେ କପାଳ (ମୁଣ୍ଡ) ଓ ଈଶ୍ଵର ନାମରୁ ଏହି ମନ୍ଦିର ନାମକରଣ ହୋଇଛି । ପୁରାଣ ଅନୁସାରେ ଏକଦା ଶିବଙ୍କ ସହିତ ସାକ୍ଷାତ ସମୟରେ ବ୍ରହ୍ମା ତାଙ୍କୁ ଉପଯୁକ୍ତ ସମ୍ମାନ ନ ଦେଖେଇବାରୁ କ୍ରୋଧରେ ଶିବ ବ୍ରହ୍ମାଙ୍କ ଗୋଟିଏ ମୁଣ୍ଡ (କପାଳମ) ଛିଣ୍ଡେଇଦେଲେ । ତେଣୁ ମୈଲାପୁର ଆସି ବ୍ରହ୍ମା ପଶ୍ଚାତାପ ପୂର୍ବକ ଏକ ଶିବଲିଙ୍ଗ ସ୍ଥାପନ କଲେ ।<ref name=Meena>{{cite book|title=Temples in South India|last=V.|first=Meena|publisher=Harikumar Arts|location=Kanniyakumari|year=1974|edition=1st|page=46}}</ref> ଅଧୁନା ଏହି ସ୍ଥାନ ଶୁକ୍ରପୁରୀ ବା ବେଦପୁରୀ ଭାବରେ ପରିଚିତ ଓ ଏହାକୁ କୈଲୟେ ମୈଲୟେ ବା ମୈଲୟେ କୈଲୟେ କୁହାଯାଉଛି ଯାହାର ଅର୍ଥ ଏହି ସ୍ଥାନ କୈଳାସ ସହ ସମତୁଲ ।
ଅଭିଶପ୍ତା କର୍ପଗମଙ୍ଗଳ (ପାର୍ବତୀ) ଏକ ମାଈ ମୟୁର ହୋଇ ତପସ୍ୟା କରି ପୂର୍ବ ରୂପ ପାଇବାକୁ ସେଠାକୁ ଆସିଥିଲେ । Mylapore is also the birth place of ଥିରୁଭଲୁଭର ([[:en:Thiruvalluvar|Thiruvalluvar]]) ଏହି ସ୍ଥାନରେ ଜନ୍ମ ଗ୍ରହଣ କରି ଥିରୁକ୍କୁରାଳ ([[:en:Thirukkural|Thirukkural]] ଲେଖିଥିଲେ ।<ref>{{cite web|title=Kapaleeshwarar Temple|url=https://www.lankapradeepa.com/2021/08/kapaleeshwarar-temple.html|publisher=Lankapradeepa|date=22 August 2021|access-date=4 November 2021}}</ref>
 
 
==ଆଧାର==